Base Word
קִרְיַת אַרְבַּע
Short DefinitionKirjath-Arba or Kirjath-ha-Arba, a place in Palestine
Long Definitionearly name of the city which after the conquest was called 'Hebron'
Derivationor (with the article interposed) קִרְיַת הָאַרְבַּע; (Nehemiah 11:25), from H7151 and H0704 or H0702; city of Arba, or city of the four (giants)
International Phonetic Alphabetk’ɪrˈjɑt̪ ʔɑrˈbɑʕ
IPA modkiʁˈjɑt ʔɑʁˈbɑʕ
Syllableqiryat ʾarbaʿ
Dictionkir-YAHT ar-BA
Diction Modkeer-YAHT ar-BA
UsageKirjath-arba
Part of speechn-pr-loc

ଆଦି ପୁସ୍ତକ 23:2
ସାରା କିଣାନ ଦେଶସ୍ଥ କିରିଯଥ ପର୍ବତ ହିବ୍ରୋଣ ରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।

ଆଦି ପୁସ୍ତକ 35:27
ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।

ଯିହୋଶୂୟ 14:15
ଅତୀତ ରେ ସେ ସହରର ନାମ ଥିଲା କିରିଯଥ-ଅର୍ବ। ଏହି ସହର ଲୋକମାନଙ୍କ ମଧିଅରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନକ୍ସ୍ଟସା ରେ ଏ ଭୂମିର ନାମକରଣ କରାୟାଇଥିଲା।

ଯିହୋଶୂୟ 15:54
ହକ୍ସ୍ଟମ୍ଟା, କିରିଯଥ୍-ଅର୍ବ ହିବ୍ରୋଣ ଓ ସୀଯୋର, ଏହିପରି ନଅଟି ସହର ଓ ତା'ର ଚତକ୍ସ୍ଟଃପାଶର୍‌ବ ରେ ଥିବା ସହର ସମତେ।

ଯିହୋଶୂୟ 20:7
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:10
ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।

ନିହିମିୟା 11:25
ଯିହୁଦାର ଲୋକମାନଙ୍କ ମଧ୍ଯରୁ କେତକେ କ୍ଷେତ୍ରସ୍ଥ ନଗର ରେ ଅର୍ଥାତ୍ କିରିଯଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗର ରେ, ୟିକବ୍ ସେଲ ଓ ତହିଁର ଗ୍ରାମ ରେ ରହିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்