Base Word
קָרָה
Short Definitionto light upon (chiefly by accident); causatively, to bring about
Long Definitionto encounter, meet, befall, happen, come to meet
Derivationa primitive root
International Phonetic Alphabetk’ɔːˈrɔː
IPA modkɑːˈʁɑː
Syllableqārâ
Dictionkaw-RAW
Diction Modka-RA
Usageappoint, lay (make) beams, befall, bring, come (to pass unto), floor, (hap) was, happen (unto), meet, send good speed
Part of speechv
Base Word
קָרָה
Short Definitionto light upon (chiefly by accident); specifically, to impose timbers (for roof or floor)
Long Definitionto encounter, meet, befall, happen, come to meet
Derivationa primitive root
International Phonetic Alphabetk’ɔːˈrɔː
IPA modkɑːˈʁɑː
Syllableqārâ
Dictionkaw-RAW
Diction Modka-RA
Usageappoint, lay (make) beams, befall, bring, come (to pass unto), floor, (hap) was, happen (unto), meet, send good speed
Part of speechv

ଆଦି ପୁସ୍ତକ 24:12
ଦାସ ପ୍ରାର୍ଥନା କଲେ ଏବଂ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ମାରେ ପ୍ରଭୁଙ୍କର ପରମେଶ୍ବର । ମାରେ ଜୀବନର ଲକ୍ଷ୍ଯ ସଫଳ କରାଇ, ମାହେର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର।

ଆଦି ପୁସ୍ତକ 27:20
କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, ତୁମ୍ଭେ ଏତେ ଶିଘ୍ର ଶିକାରରୁ କିପରି ଫରେିଲ?

ଆଦି ପୁସ୍ତକ 42:29
ଭାଇମାନେ ସମାନଙ୍କେର ପିତା ଯାକୁବଙ୍କ ନିକଟକୁ କିଣାନୀଯ ଦେଶକୁ ଫରେିଗଲେ। ସମାନେେ ଯାକୁବଙ୍କୁ, ଯକେି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷଯ ଅବଗତ କରାଇଲେ।

ଆଦି ପୁସ୍ତକ 44:29
ଯଦି ତୁମ୍ଭେ ମାରେ ଆର ପୁତ୍ରକୁ ମାେ ଠାରୁ ଦୂ ରଇେ ନିଅ। ଏବଂ ଯଦି ତା'ର କିଛି ହୁଏ, ତବେେ ମୁଁ ଦୁଃଖ ରେ ମରିୟିବି।'

ଯାତ୍ରା ପୁସ୍ତକ 3:18
ଇଶ୍ରାୟେଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ୟାଅ। ତୁମ୍ଭମାନେେ ତାଙ୍କୁ କହିବ, 'ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନଯ କରୁଅଛୁ, ତିନିଦିନ ମରୁଭୂମି ମଧ୍ଯକୁ ୟାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।'

ଗଣନା ପୁସ୍ତକ 11:23
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, କ'ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭମାନେେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ଯ ତୁମ୍ଭ ପ୍ରତି ସତ ହବେ।

ଗଣନା ପୁସ୍ତକ 23:3
ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

ଗଣନା ପୁସ୍ତକ 23:4
ପରମେଶ୍ବର ବିଲିଯମକୁ ସାକ୍ଷାତ କଲେ। ତହିଁରେ ବିଲିଯମ ସଦାପ୍ରଭୁଙ୍କୁ କହିଲେ, ମୁଁ ସାତଟି ୟଜ୍ଞବଦେୀ ନିର୍ମାଣ କରିଅଛି ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଷଣ୍ତ ଓ ଏକ ଅଣ୍ତିରା ମଷେ ବଳିଦାନ କରିଅଛି।

ଗଣନା ପୁସ୍ତକ 23:15
ବିଲିଯମ ବାଲାକକୁ କହିଲେ, ତୁମ୍ଭେ ତୁମ୍ଭର ହାମବେଳି ନିକଟରେ ଛିଡାହୁଅ। ମୁଁ ସହେି ସ୍ଥାନ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବି।

ଗଣନା ପୁସ୍ତକ 23:16
ସଦାପ୍ରଭୁ ବିଲିଯମ ସହିତ ସାକ୍ଷାତ କଲେ ଓ ତାହାର ମୁଖ ରେ ବାକ୍ଯ ଦେଲେ, ତୁମ୍ଭେ ବାଲାକ୍ ନିକଟକୁ ୟାଅ ଏବଂ ତାକୁ ଏହା କୁହ।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்