Base Word
קָצָה
Short Definitiona termination
Long Definitionend, extremity
Derivationfeminine of H7097; (used like H7097)
International Phonetic Alphabetk’ɔːˈt͡sˤɔː
IPA modkɑːˈt͡sɑː
Syllableqāṣâ
Dictionkaw-TSAW
Diction Modka-TSA
Usagecoast, corner, (selv-)edge, lowest, (uttermost) participle
Part of speechn

ଯାତ୍ରା ପୁସ୍ତକ 25:18
ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।

ଯାତ୍ରା ପୁସ୍ତକ 25:19
ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।

ଯାତ୍ରା ପୁସ୍ତକ 25:19
ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।

ଯାତ୍ରା ପୁସ୍ତକ 25:19
ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।

ଯାତ୍ରା ପୁସ୍ତକ 26:4
ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।

ଯାତ୍ରା ପୁସ୍ତକ 27:4
ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

ଯାତ୍ରା ପୁସ୍ତକ 28:7
ଏହାର ଦୁଇ ମୁଣ୍ଡ ରେ ପରସ୍ପର ସଂୟୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ୟୁକ୍ତ ହବେ।

ଯାତ୍ରା ପୁସ୍ତକ 28:23
ବୁକୁପଟା ଉପରେ ସ୍ବର୍ଣ୍ଣର ଦୁଇ କଡା ରହିବ। ବୁକୁପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲଗାଇବ।

ଯାତ୍ରା ପୁସ୍ତକ 28:24
ବୁକୁପଟା ସ୍ଥିତ ଦୁଇ ସୁବର୍ଣ୍ଣ କଡା ମଧିଅରେ ସହେି ଦୁଇଟି ସୁବର୍ଣ୍ଣ ହାର ଲଗାଇବ।

ଯାତ୍ରା ପୁସ୍ତକ 28:25
ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟି ରେ ବାନ୍ଧ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்