Base Word
קְעִילָה
Short DefinitionKeilah, a place in Palestine
Long Definitiona city in the lowlands of Judah northwest of Hebron
Derivationperhaps from H7049 in the sense of enclosing; citadel
International Phonetic Alphabetk’ɛ̆.ʕɪi̯ˈlɔː
IPA modkɛ̆.ʕiːˈlɑː
Syllableqĕʿîlâ
Dictionkeh-ee-LAW
Diction Modkeh-ee-LA
UsageKeilah
Part of speechn-pr-loc

ଯିହୋଶୂୟ 15:44
କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।

ପ୍ରଥମ ଶାମୁୟେଲ 23:1
ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।

ପ୍ରଥମ ଶାମୁୟେଲ 23:2
ଦାଉଦ ସଦାପ୍ରଭୁଙ୍କୁ ପଚାରିଲେ, ମୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବି କି?

ପ୍ରଥମ ଶାମୁୟେଲ 23:3
ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭମାନେେ ଏ ୟିହକ୍ସ୍ଟଦା ଦେଶ ରେ କେତକେ ଭୟ କରୁଅଛକ୍ସ୍ଟ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ଯଗଣ ବିରକ୍ସ୍ଟଦ୍ଧ ରେ କିଯୀଲାକକ୍ସ୍ଟ ୟିବା, ତବେେ ଚିନ୍ତା କର କେତେ ଅଧିକ ଭୟ ନକରିବା?

ପ୍ରଥମ ଶାମୁୟେଲ 23:4
ଦାଉଦ ସଦାପ୍ରଭୁଙ୍କୁ ପକ୍ସ୍ଟନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଉଠ, କିଯୀଲାକକ୍ସ୍ଟ ୟାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ ଦବେୀଗଣଙ୍କକ୍ସ୍ଟ ହରାଇବା ପାଇଁ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବା।

ପ୍ରଥମ ଶାମୁୟେଲ 23:5
ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲାକକ୍ସ୍ଟ ଗଲେ, ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସମାନଙ୍କେର ପଶକ୍ସ୍ଟମାନଙ୍କୁ ନଇଗେଲେ। ଏହିପରି ଭାବରେ ଦାଉଦ କିଯୀଲାର ଲୋକମାନଙ୍କୁ ରକ୍ଷା କଲେ।

ପ୍ରଥମ ଶାମୁୟେଲ 23:5
ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲାକକ୍ସ୍ଟ ଗଲେ, ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସମାନଙ୍କେର ପଶକ୍ସ୍ଟମାନଙ୍କୁ ନଇଗେଲେ। ଏହିପରି ଭାବରେ ଦାଉଦ କିଯୀଲାର ଲୋକମାନଙ୍କୁ ରକ୍ଷା କଲେ।

ପ୍ରଥମ ଶାମୁୟେଲ 23:6
ଯେତବେେଳେ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର କିଯୀଲାକକ୍ସ୍ଟ ଦାଉଦଙ୍କ ନିକଟକକ୍ସ୍ଟ ପଳାଇ ଆସିଲା, ସେତବେେଳେ ଏକ ଏଫୋଦ ହାତ ରେ ଆଣିଥିଲା।

ପ୍ରଥମ ଶାମୁୟେଲ 23:7
ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।

ପ୍ରଥମ ଶାମୁୟେଲ 23:8
ଶାଉଲ ତାଙ୍କର ସମସ୍ତ ୈସନ୍ଯମାନଙ୍କୁ ଏକତ୍ରୀତ ହବୋ ପାଇଁ ଆଦେଶ ଦେଲେ। ଏବଂ ସମାନେେ କିଯୀଲା ରେ ୟାଇ ଦାଉଦ ଓ ତା'ର ଲୋକମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ହେଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்