Base Word
קֵן
Short Definitiona nest (as fixed), sometimes including the nestlings; figuratively, a chamber or dwelling
Long Definitionnest
Derivationcontracted from H7077
International Phonetic Alphabetk’en̪
IPA modken
Syllableqēn
Dictionkane
Diction Modkane
Usagenest, room
Part of speechn-m

ଆଦି ପୁସ୍ତକ 6:14
ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା' ମଧିଅରେ ନାନା କଠାେରୀ ବନାଇ ତହିଁର ଭିତର ଓ ବାରାର ଝୁଣା ଦ୍ବାରା ଲପନେ କର।

ଗଣନା ପୁସ୍ତକ 24:21
ତହୁଁ ସେ କନେୀଯମାନଙ୍କ ଆଡକୁ ମୁହଁ କରି କହିଲା,

ଦିତୀୟ ବିବରଣ 22:6
ପଥ ପାଶର୍‌ବସ୍ଥ କୌଣସି ଗଛ ରେ କିଅବା ଭୂମିରେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ କୌଣସି ପକ୍ଷୀର ବସା ରେ ଛକ୍ସ୍ଟଆ କିଅବା ଡିମ୍ବ ଥାଏ ଏବଂ ସହେି ଡିମ୍ବ ଉପରେ ବା ପକ୍ଷୀ ଛକ୍ସ୍ଟଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତବେେ ତୁମ୍ଭେ ପକ୍ଷୀ ସହିତ ଛକ୍ସ୍ଟଆକକ୍ସ୍ଟ ଆଣିବ ନାହିଁ।

ଦିତୀୟ ବିବରଣ 32:11
ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ଉକ୍ରୋଶ ପକ୍ଷୀପରି। ଉକ୍ରୋଶପକ୍ଷୀ ତା'ର ଛକ୍ସ୍ଟଆମାନଙ୍କୁ ବସ୍ତାରକ୍ସ୍ଟ ପଲେି ଦିଏ ସମାନଙ୍କେୁ ଉଡି ଶିଖିବା ପାଇଁ, ସମାନେେ ଯେତବେେଳେ ପଡିୟାନ୍ତି ସେ ତା'ର ଡଣୋ ମଲୋକରି ଉଡିୟାଏ ତାକକ୍ସ୍ଟ ଧରିବା ପାଇଁ। ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡଣୋ ମଧ୍ଯକକ୍ସ୍ଟ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସହେିପରି।

ଆୟୁବ ପୁସ୍ତକ 29:18
ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।

ଆୟୁବ ପୁସ୍ତକ 39:27
ତୁମ୍ଭେ ସହେି ବ୍ଯକ୍ତି କି ୟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଖୁବ୍ ଉଚ୍ଚ ରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତ ରେ ବସା ବାନ୍ଧିବାକୁ କହିଛ କି ?

ଗୀତସଂହିତା 84:3
ହେ ସୈନ୍ଯାଧିପତି ସଦାପ୍ରଭୁ, ମାରେ ରାଜା, ମାରେ ପରମେଶ୍ବର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ୟଜ୍ଞବଦେୀ ପାଖରେ ଏକ ବସା ପାଇଛନ୍ତି।

ହିତୋପଦେଶ 27:8
ଯେଉଁଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ଯ ଅଟେ।

ଯିଶାଇୟ 10:14
ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'

ଯିଶାଇୟ 16:2
ମାୟୋବର କନ୍ଯାଗଣ ଅର୍ନୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାୟ୍ଯ ପାଇଁ ସମାନେେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପ ରେ, ପକ୍ଷୀ ଛୁଆମାନେ ଏଣତେଣେେ ଧାଇଁଲା ପରି ସମାନେେ ଧାଇଁବେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்