Base Word
קִישׁ
Short DefinitionKish, the name of five Israelites
Long Definitiona Benjamite of the family of Matri, father of king Saul
Derivationfrom H6983; a bow
International Phonetic Alphabetk’ɪi̯ʃ
IPA modkiːʃ
Syllableqîš
Dictionkeesh
Diction Modkeesh
UsageKish
Part of speechn-pr-m

ପ୍ରଥମ ଶାମୁୟେଲ 9:1
ସହେି ସମୟରେ ବିନ୍ଯାମୀନବଂଶୀଯ କୀଶ୍ ନାମକ ଜଣେ ମହତ୍ବପୂର୍ଣ୍ଣ ବ୍ଯକ୍ତି ଥିଲେ। ସେ ଅବୀଯଲର ପକ୍ସ୍ଟତ୍ର ଥିଲେ, ୟିଏକି ସରୋରର ପକ୍ସ୍ଟତ୍ର ଥିଲା, ୟିଏକି ବଖାରେତର ପକ୍ସ୍ଟତ୍ର ଥିଲା, ୟିଏକି ବିନ୍ଯାମୀନୀଯ ଅଫୀହର ପକ୍ସ୍ଟତ୍ର ଥିଲା।

ପ୍ରଥମ ଶାମୁୟେଲ 9:3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।

ପ୍ରଥମ ଶାମୁୟେଲ 9:3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।

ପ୍ରଥମ ଶାମୁୟେଲ 10:11
ଏଥି ରେ ଯେଉଁମାନେ ପୂର୍ବରକ୍ସ୍ଟ ଶାଉଲଙ୍କକ୍ସ୍ଟ ଜାଣିଥିଲେ ସମାନେେ ଦେଖିଲେ ଯେ, ସେ ଭବିଷ୍ଯଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ଗହଣ ରେ ନାଚକ୍ସ୍ଟଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହବୋକକ୍ସ୍ଟ ଲାଗିଲେ, କୀଶର ପକ୍ସ୍ଟତ୍ର ପ୍ରତି କ'ଣ ଘଟିଲା? ଶାଉଲ କ'ଣ ଭବିଷ୍ଯଦ୍ବକ୍ତାମାନଙ୍କ ମଧିଅରେ ଜଣେ?

ପ୍ରଥମ ଶାମୁୟେଲ 10:21
ଶାମକ୍ସ୍ଟଯଲେ କହିଲେ ଯେ, ବିନ୍ଯାମୀନ ପରିବାରବର୍ଗଙ୍କକ୍ସ୍ଟ ଏକ ଏକ ପରି ଆଗକକ୍ସ୍ଟ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା'ପରେ ଶାମକ୍ସ୍ଟଯଲେ ସହେି ପରିବାରବର୍ଗର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ଆଗକକ୍ସ୍ଟ ଆସିବାକକ୍ସ୍ଟ କହିଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ସଠାେରେ ଖୋଜାଗଲା,

ପ୍ରଥମ ଶାମୁୟେଲ 14:51
ଶାଉଲଙ୍କ ପିତା କୀଶ୍ ଓ ଅବନରର ପିତା ନର, ଏ ଦକ୍ସ୍ଟ ହେଁ ଅବୀଯଲରେ ପକ୍ସ୍ଟତ୍ର ଥିଲେ।

ଦିତୀୟ ଶାମୁୟେଲ 21:14
ଏହାପରେ ସମାନେେ ଶାଉଲଙ୍କର ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ବିନ୍ଯାମୀନ ଦେଶସ୍ଥ ସେଲା ରେ ତାହାର ପିତା କୀଶର କବର ମଧିଅରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁପରେ ପରମେଶ୍ବର ପ୍ରାର୍ଥନା ଶକ୍ସ୍ଟଣି ଦେଶପ୍ରତି ପ୍ରସନ୍ନ ହେଲେ।

ପ୍ରଥମ ବଂଶାବଳୀ 8:30
ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,

ପ୍ରଥମ ବଂଶାବଳୀ 8:33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 8:33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்