Base Word
קוֹץ
Short Definitiona thorn
Long Definitionthorn, thornbush
Derivationor קֹץ; from H6972 (in the sense of pricking)
International Phonetic Alphabetk’ot͡sˤ
IPA modko̞wt͡s
Syllableqôṣ
Dictionkohts
Diction Modkohts
Usagethorn
Part of speechn-m

ଆଦି ପୁସ୍ତକ 3:18
ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।

ଯାତ୍ରା ପୁସ୍ତକ 22:6
ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।

ବିଚାରକର୍ତାମାନଙ୍କ ବିବରଣ 8:7
ତେଣୁ ଗିଦ୍ଦିୟୋନ କହିଲେ, ଏହି କାରଣରକ୍ସ୍ଟ ଯେତବେେଳେ ସଦାପ୍ରଭୁ ମାେତେ ସବହେ ଓ ସଲ୍ମୁନ୍ନର ଅକ୍ତିଆର କରିବା ପାଇଁ ସାହାୟ୍ଯ କରନ୍ତି। ମୁ ଏଠାକକ୍ସ୍ଟ ଫରେିଆସିବି ଏବଂ ତା'ପରେ ମୁ ତୁମ୍ଭର ମାଂସକକ୍ସ୍ଟ ପ୍ରାନ୍ତର ରେ କାନକୋଳି କଣ୍ଟା ଦ୍ବାରା ଫୋଡିବି।

ବିଚାରକର୍ତାମାନଙ୍କ ବିବରଣ 8:16
ଗିଦ୍ଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ ଓ ସମାନଙ୍କେୁ କାନକୋଳି କଣ୍ଟା ରେ ବାଡଇେଲେ।

ଦିତୀୟ ଶାମୁୟେଲ 23:6
କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତକ୍ସ୍ଟଲ୍ଯ। ସାଧାରଣତଃ ଲୋକମାନେ ସମାନଙ୍କେର ହାତ ରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସମାନଙ୍କେୁ ଦୂରକକ୍ସ୍ଟ ଫିଙ୍ଗି ଦିଅନ୍ତି।

ଗୀତସଂହିତା 118:12
ଶତ୍ରୁମାନେ ମହୁମାଛି ଦଳ ପରି ମାରେ ଚତୁଃପାଶର୍‌ବରେ ବାରମ୍ବାର ଘରେିଗଲେ। କିନ୍ତୁ ସମାନେେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସମାନଙ୍କେୁ ପରାସ୍ତ କଲି।

ଯିଶାଇୟ 32:13
ମାରେଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷ ରେ ପୂର୍ଣ୍ଣ ହବୋ ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।

ଯିଶାଇୟ 33:12
ପୁଣି ଲୋକମନେ ଚୂନପରି ଭସ୍ମିଭୂତ ହବେେ ଓ ଅଗ୍ନି ରେ ଇଟା ଓ କଣ୍ଟକପରି ଶୀଘ୍ର ଦଗ୍ଧିଭୂତ ହବେେ।

ଯିରିମିୟ 4:3
କାରଣ ସଦାପ୍ରଭୁ ଯିହୁଦା ଓ ୟିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,

ଯିରିମିୟ 12:13
ସମାନେେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସମାନେେ ବହୁ ପରିଶ୍ରମ କରି ମଧ୍ଯ କିଛି ଫଳ ପାଇ ନାହାଁନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଯୋଗୁଁ ସମାନେେ ଆପଣା ଫଳ ବିଷଯ ରେ ଲଜ୍ଜିତ ହବେେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்