Base Word
קָהָל
Short Definitionassemblage (usually concretely)
Long Definitionassembly, company, congregation, convocation
Derivationfrom H6950
International Phonetic Alphabetk’ɔːˈhɔːl
IPA modkɑːˈhɑːl
Syllableqāhāl
Dictionkaw-HAWL
Diction Modka-HAHL
Usageassembly, company, congregation, multitude
Part of speechn-m

ଆଦି ପୁସ୍ତକ 28:3
ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।

ଆଦି ପୁସ୍ତକ 35:11
ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।

ଆଦି ପୁସ୍ତକ 48:4
ପରମେଶ୍ବର ମାେତେ କହିଲେ, ' ଦେଖ ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦବେି।

ଆଦି ପୁସ୍ତକ 49:6
ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।

ଯାତ୍ରା ପୁସ୍ତକ 12:6
ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।

ଯାତ୍ରା ପୁସ୍ତକ 16:3
ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଲେବୀୟ ପୁସ୍ତକ 4:13
ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।

ଲେବୀୟ ପୁସ୍ତକ 4:14
ଯଦି ସମାନେେ ସମାନଙ୍କେ କୃତ ପାପ ଜାଣିବେ, ତବେେ ସମାନେେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ ତମ୍ବୁ ନିକଟକୁ ତାକୁ ଆଣିବେ।

ଲେବୀୟ ପୁସ୍ତକ 4:21
ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।

ଲେବୀୟ ପୁସ୍ତକ 16:17
ସହେି ସମୟରେ ହାରୋଣ ପ୍ରାଯଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନ ରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇଶ୍ରାୟେଲର ସମସ୍ତ ସମାଜ ପାଇଁ ଯେପର୍ୟ୍ଯନ୍ତ ପ୍ରାଯଶ୍ଚିତ କରି ନାହାନ୍ତି ସପେର୍ୟ୍ଯନ୍ତ ସମାଗମ ତମ୍ବୁ ରେ କୌଣସି ମଣିଷ ରହିବେ ନାହିଁ।

Occurences : 123

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்