Base Word
קָהַל
Short Definitionto convoke
Long Definitionto assemble, gather
Derivationa primitive root
International Phonetic Alphabetk’ɔːˈhɑl
IPA modkɑːˈhɑl
Syllableqāhal
Dictionkaw-HAHL
Diction Modka-HAHL
Usageassemble (selves) (together), gather (selves) (together)
Part of speechv

ଯାତ୍ରା ପୁସ୍ତକ 32:1
ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।

ଯାତ୍ରା ପୁସ୍ତକ 35:1
ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ମାଶାେ ସମାନଙ୍କେୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ଯଗୁଡିକ ମୁଁ ତୁମ୍ଭକୁ କହିବି। ସଗେୁଡିକ ତୁମ୍ଭେ ପାଳନ କରିବ।

ଲେବୀୟ ପୁସ୍ତକ 8:3
ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।

ଲେବୀୟ ପୁସ୍ତକ 8:4
ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସବୁ କଲେ, ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରୀତ ହେଲେ।

ଗଣନା ପୁସ୍ତକ 1:18
ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।

ଗଣନା ପୁସ୍ତକ 8:9
ତହୁଁ ତୁମ୍ଭେ ଲବେୀୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖ ରେ ଉପସ୍ଥିତ କରାଇବ। ତା'ପରେ ସମସ୍ତ ଇଶ୍ରାୟେଲ ସନ୍ତାନଗଣ ମଣ୍ତଳିକି ଏକତ୍ର କରିବ।

ଗଣନା ପୁସ୍ତକ 10:7
ଲୋକମାନଙ୍କୁ ଏକତ୍ରୀତ କରିବା ସମୟରେ ତୁମ୍ଭମାନେେ ଲଗାତର ଅଧା ସ୍ବର ନୁହଁ, ଦୀର୍ଘସ୍ବର କରି ତୂରୀ ବଜାଇବ।

ଗଣନା ପୁସ୍ତକ 16:3
ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?

ଗଣନା ପୁସ୍ତକ 16:19
ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ ତମ୍ବୁଦ୍ବାର ନିକଟରେ ସମାନଙ୍କେ ପ୍ରତିକୂଳ ରେ ଉପସ୍ଥିତ ହେଲେ, ସେତବେେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆର୍ବିଭାବ ହେଲା।

ଗଣନା ପୁସ୍ତକ 16:42
ଯେତବେେଳେ ଲୋକମାନେ ମାଶାେ ଓ ହାରୋଣ ବିରୁଦ୍ଧ ରେ ଏକତ୍ରୀତ ହେଲେ, ସମାନେେ ବୁଲିପଡିଲେ ଓ ସମାଗମ ତମ୍ବୁକୁ ଦେଖିଲେ ଯେ, ତାହା ମେଘ ରେ ଆଛାଦିତ ହାଇେଥିଲା ଏବଂ ସଦାପ୍ରଭୁଙ୍କର ମହୀମା ଦଖାଯାେଉଥିଲା।

Occurences : 38

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்