Base Word
קָדַר
Short Definitionto be ashy, i.e., dark-colored; by implication, to mourn (in sackcloth or sordid garments)
Long Definitionto mourn, be dark
Derivationa primitive root
International Phonetic Alphabetk’ɔːˈd̪ɑr
IPA modkɑːˈdɑʁ
Syllableqādar
Dictionkaw-DAHR
Diction Modka-DAHR
Usagebe black(-ish), be (make) dark(-en), × heavily, (cause to) mourn
Part of speechv

ପ୍ରଥମ ରାଜାବଳୀ 18:45
ଅଳ୍ପକ୍ଷଣ ପରେ ଆକାଶ କଳା ମେଘ ରେ ଆବୃତ ହାଇେ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହାଇଗେଲା। ଆହାବ୍ ତାଙ୍କର ରଥରେ ବସି ୟିଷ୍ରିଯଲକେୁ ଗଲେ।

ଆୟୁବ ପୁସ୍ତକ 5:11
ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।

ଆୟୁବ ପୁସ୍ତକ 6:16
କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।

ଆୟୁବ ପୁସ୍ତକ 30:28
ଶାେକ କରି ମୁଁ ଚାରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ବନା ପାଏ ନାହିଁ। ମୁଁ ପ୍ରାର୍ଥନା ସଭା ରେ ଛିଡ଼ା ହୁଏ ଓ ସାହାୟ୍ଯ ପାଇଁ ଆର୍ତ୍ତନାଦ କରେ।

ଗୀତସଂହିତା 35:14
ମୁଁ ସମାନଙ୍କେ ପାଇଁ ଶାେକାତୁର ପୋଷାକ ପିନ୍ଧିଥିଲି। ମୁଁ ସମାନଙ୍କେୁ ମାରେ ଭାଇ ବନ୍ଧୁ ପରି ବ୍ଯବହାର କରିଥିଲି। ମୁଁ ଦୁଃଖିତ ହାଇେଥିଲି ୟପରେି ଜଣେ ବ୍ଯକ୍ତି ତା'ର ମା'ର ମୃତ୍ଯୁରେ ଅଧୀର ହାଇେ କ୍ରନ୍ଦନ କରେ। ମୁଁ ସହେି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ୟାହା ଶାେକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହାଇେ ଶାେକରେ ଅଧୀର ହାଇେ ଚାଲିଥିଲି।

ଗୀତସଂହିତା 38:6
ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।

ଗୀତସଂହିତା 42:9
ମୁଁ ପରମେଶ୍ବରଙ୍କୁ କହିଲି, ତୁମ୍ଭେ ମାରେ ଦୃଢ଼ତାର ପଥର। ମୁଁ କ ହେ, ହେ ସଦାପ୍ରଭୁ କାହିଁକି ତୁମ୍ଭେ ମାେତେ ଭୁଲି ୟାଇଛ ? କାହିଁକି ମୁଁ ମାରେ ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ ?

ଗୀତସଂହିତା 43:2
ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।

ଯିରିମିୟ 4:28
ତେଣୁ ପୃଥିବୀବାସୀ ଶୋକ କରିବେ ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହବେ। କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନ ରେ ସ୍ଥିର କରିଅଛୁ। ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହବେୁ ନାହିଁ।

ଯିରିମିୟ 8:21
ମାରେ ହୃଦଯ ଭାଙ୍ଗି ୟାଇଛି କାରଣ ମାରେ ଲୋକମାନଙ୍କର ହୃଦଯ ଭାଙ୍ଗି ୟାଇଛି। ମୁଁ ମଳିନ, ବିସ୍ମଯତା ମାେତେ ଆକ୍ରାନ୍ତ କରିଅଛି।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்