Base Word
קָדוֹשׁ
Short Definitionsacred (ceremonially or morally); (as noun) God (by eminence), an angel, a saint, a sanctuary
Long Definitionsacred, holy, Holy One, saint, set apart
Derivationor קָדֹשׁ; from H6942
International Phonetic Alphabetk’ɔːˈd̪oʃ
IPA modkɑːˈdo̞wʃ
Syllableqādôš
Dictionkaw-DOHSH
Diction Modka-DOHSH
Usageholy (One), saint
Part of speecha

ଯାତ୍ରା ପୁସ୍ତକ 19:6
ମାେ ପାଇଁ ତୁମ୍ଭମାନେେ ଯାଜକମାନଙ୍କର ଏକ ରାଜ୍ଯ ଏବଂ ପବିତ୍ର ରାଷ୍ଟ୍ର ହବେ।' ମାଶାେ, ଏହି ସମସ୍ତ କଥା ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ କୁହ।

ଯାତ୍ରା ପୁସ୍ତକ 29:31
ଏହାପରେ ସହେି ପଦ ନି ଯୋଗର୍ଥକ ଅଣ୍ଡିରା ମଷେର ମାଂସ ନଇେ ଗୋଟିଏ ପବିତ୍ର ସ୍ଥାନ ରେ ରୋଷଇେ କର।

ଲେବୀୟ ପୁସ୍ତକ 6:16
ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।

ଲେବୀୟ ପୁସ୍ତକ 6:26
ଯେଉଁ ଯାଜକ ପାପମାଚେନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ ତମ୍ବୁ ପ୍ରାଙ୍ଗଣର ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାହା ଭକ୍ଷଣ କରିବ।

ଲେବୀୟ ପୁସ୍ତକ 6:27
ଯେ କହେି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହବେ,

ଲେବୀୟ ପୁସ୍ତକ 7:6
ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।

ଲେବୀୟ ପୁସ୍ତକ 10:13
ମାରେ ନିର୍ଦ୍ଦେଶ ଅନୁସାରେ ତୁମ୍ଭମାନେେ ସହେି ଶସ୍ଯ ନବୈେଦ୍ଯ ଏକ ପବିତ୍ର ସ୍ଥାନ ରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦଲେି।

ଲେବୀୟ ପୁସ୍ତକ 11:44
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 11:44
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 11:45
ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭମାନେେ ପବିତ୍ର ହବେ କାରଣ ଆମ୍ଭେ ପବିତ୍ର ଅଟୁ।

Occurences : 116

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்