Base Word
צֹרִי
Short Definitiona Tsorite or inhabitant of Tsor (i.e., Syrian)
Long Definitionan inhabitant of Tyre
Derivationpatrial from H6865
International Phonetic Alphabett͡sˤoˈrɪi̯
IPA modt͡so̞wˈʁiː
Syllableṣōrî
Dictiontsoh-REE
Diction Modtsoh-REE
Usage(man) of Tyre
Part of speecha

ପ୍ରଥମ ରାଜାବଳୀ 7:14
ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।

ପ୍ରଥମ ବଂଶାବଳୀ 22:4
ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।

ଦିତୀୟ ବଂଶାବଳୀ 2:14
ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।

ଏଜ୍ରା 3:7
ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।

ନିହିମିୟା 13:16
ସହେି ନଗର ରେ ସୋରୀଯ ଲୋକେ ବାସ କରୁଥିଲେ। ସମାନେେ ମତ୍ସ୍ଯ ଓ ଅନ୍ୟ ବହୁତ ଦ୍ରବ୍ଯ ବିଶ୍ରାମ ଦିନ ରେ ୟିହୁଦୀଯମାନଙ୍କୁ ଓ ୟିରୁଶାଲମ ରେ ବିକ୍ରଯ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்