Base Word
צֶפַע
Short Definitiona viper (as thrusting out the tongue, i.e., hissing)
Long Definitionpoisonous serpent
Derivationfrom an unused root meaning to extrude
International Phonetic Alphabett͡sˤɛˈpɑʕ
IPA modt͡sɛˈfɑʕ
Syllableṣepaʿ
Dictiontseh-PA
Diction Modtseh-FA
Usageadder, cockatrice
Part of speechn-m
Base Word
צֶפַע
Short Definitiona viper (as thrusting out the tongue, i.e., hissing)
Long Definitionpoisonous serpent
Derivationfrom an unused root meaning to extrude
International Phonetic Alphabett͡sˤɛˈpɑʕ
IPA modt͡sɛˈfɑʕ
Syllableṣepaʿ
Dictiontseh-PA
Diction Modtseh-FA
Usageadder, cockatrice
Part of speechn-m

ହିତୋପଦେଶ 23:32
ଶଷେ ରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ।

ଯିଶାଇୟ 11:8
ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତ ରେ ଖଳେିବ। ଆଉ ମଧ୍ଯ ଶିଶୁଟି ନିର୍ଭୟ ରେ ସର୍ପ ଗର୍ତ୍ତ ରେ ହାତ ପୁରାଇବ।

ଯିଶାଇୟ 14:29
ହେ ପଲେଷ୍ଟୀୟ ଦେଶ, ତୁମ୍ଭମାନେେ ବର୍ତ୍ତମାନ ପାଇଁ ଖୁସି ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତ ରେ ତୁମ୍ଭେ ସୁଖୀ ହାଇପୋରିବ ନାହିଁ। ଏହା ସତ୍ଯ ଯେ ସହେି ଦୁଷ୍ଟ ଶାସନ ଶଷେ ହାଇେଛି। ମାତ୍ର ସହେି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦଲୋପରି ଏହା ସତ ହବେ। ସହେି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହବେ ନାହିଁ।

ଯିଶାଇୟ 59:5
ସମାନେେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେ କହେି ସହେି ଅଣ୍ଡା ଖାଏ ସେ ମୃତ୍ଯୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସମାନଙ୍କେୁ ଫୁଟାଏ, ସେଥିରୁ କାଳସର୍ପ ବାହା ରେ।

ଯିରିମିୟ 8:17
ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସମାନେେ ତୁମ୍ଭମାନଙ୍କୁ ଦଂଶନ କରିବେ। ସମାନଙ୍କେୁ କହେି ଅଟକାଇ ପାରିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்