Base Word
צָעַק
Short Definitionto shriek; (by implication) to proclaim (an assembly)
Long Definitionto cry, cry out, call, cry for help
Derivationa primitive root
International Phonetic Alphabett͡sˤɔːˈʕɑk’
IPA modt͡sɑːˈʕɑk
Syllableṣāʿaq
Dictiontsaw-AK
Diction Modtsa-AK
Usage× at all, call together, cry (out), gather (selves) (together)
Part of speechv

ଆଦି ପୁସ୍ତକ 4:10
ଏହାପରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡ଼ାକ ପକାଉଛି।

ଆଦି ପୁସ୍ତକ 27:34
ଏଷୌ ପିତାଙ୍କର କଥା ଶୁଣିଲା! ସେ ବହୁତ ରାଗିଗଲା ଏବଂ ଚିତ୍କାର କଲା। ସେ ତାଙ୍କ ପିତାଙ୍କୁ କହିଲା, ତବେେ ମାେତେ ଆଶୀର୍ବାଦ କରନ୍ତୁ ପିତା

ଆଦି ପୁସ୍ତକ 41:55
ଦୁର୍ଭିକ୍ଷ ଆରମ୍ଭ ରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, ଯୋଷଫଙ୍କେ ପାଖକୁ ୟାଅ ଆଉ ଯାହା ସେ କରିବାକୁ କହନ୍ତି କର।

ଯାତ୍ରା ପୁସ୍ତକ 5:8
କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।

ଯାତ୍ରା ପୁସ୍ତକ 5:15
ଏହାପରେ ଇଶ୍ରାୟେଲୀୟ କାର୍ୟ୍ଯଦକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସମାନେେ ଅଭିଯୋଗ କରି କହିଲେ ଆମ୍ଭମାନେେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ଯବହାର କରୁଛ?

ଯାତ୍ରା ପୁସ୍ତକ 8:12
ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାଯ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧ ରେ ପଠାଇଥିଲେ, ସଗେୁଡିକୁ ହଟାଇ ନବୋ ପାଇଁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

ଯାତ୍ରା ପୁସ୍ତକ 14:10
ଇଶ୍ରାୟେଲୀୟମାନେ ଦେଖିଲେ,ଫାରୋ ଏବଂ ତାଙ୍କର ସୈନ୍ଯମାନେ ସମାନଙ୍କେ ଆଡକୁ ଆସୁଛନ୍ତି। ସମାନେେ ତାଙ୍କୁ ଦେଖି ଅତ୍ଯନ୍ତ ଭୟଭିତ ହାଇଗେଲେ। ସମାନେେ ସଦାପ୍ରଭୁଙ୍କୁ ଡାକିଲେ।

ଯାତ୍ରା ପୁସ୍ତକ 14:15
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ମାେ ପାଖ ରେ କ୍ରନ୍ଦନ କରୁଛ? ଇଶ୍ରାୟେଲୀୟମାନଙ୍କୁ କୁହ ସମାନେେ ଆଗକୁ ମାଡି ଚାଲନ୍ତୁ।

ଯାତ୍ରା ପୁସ୍ତକ 15:25
ମାଶାେ ସଦାପ୍ରଭୁଙ୍କୁ ଡାକି ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦଖାଇେଲେ। ମାଶାେ ସହେି ବୃକ୍ଷର ଶାଖାକୁ ଜଳ ରେ ପକାନ୍ତେ ଏହା ମଧୁର ହାଇଗେଲା।

ଯାତ୍ରା ପୁସ୍ତକ 17:4
ତେଣୁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, ମୁଁ ଏହି ଲୋକମାନଙ୍କ ପାଇଁ କ'ଣ କରିବି? ସମାନେେ ମାେତେ ପଥର ମାରି ହତ୍ଯା କରିବାକୁ ପ୍ରସ୍ତୁତ।

Occurences : 55

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்