Base Word
אֵצֶל
Short Definitiona side; (as a preposition) near
Long Definitionbeside, by, near, nearness, joining, proximity
Derivationfrom H0680 (in the sense of joining)
International Phonetic Alphabetʔeˈt͡sˤɛl
IPA modʔeˈt͡sɛl
Syllableʾēṣel
Dictionay-TSEL
Diction Moday-TSEL
Usageat, (hard) by, (from) (beside), near (unto), toward, with
Part of speechn-m

ଆଦି ପୁସ୍ତକ 39:10
ସହେି ସ୍ତ୍ରୀ ଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶଯନ କରିବାପାଇଁ ସର୍ବଦା ମନା କରନ୍ତି।

ଆଦି ପୁସ୍ତକ 39:15
ମାରେ ବଡ଼ ପାଟି ରେ ଡ଼ାକିବାର ଶୁଣି ସେ ତା'ର କୋଟ୍ ମାେ ପାଖ ରେ ଛାଡ଼ି ଦୌଡ଼ି ପଳାଇ ଆସିଲା।

ଆଦି ପୁସ୍ତକ 39:16
ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ।

ଆଦି ପୁସ୍ତକ 39:18
କିନ୍ତୁ ସେ ଯେତବେେଳେ ମାେ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର କୋଟ୍ଟି ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।

ଆଦି ପୁସ୍ତକ 41:3
ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।

ଲେବୀୟ ପୁସ୍ତକ 1:16
ସହେି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନଇେ ପୂର୍ବପାଶର୍‌ବସ୍ଥ ଭସ୍ମ ସ୍ଥାନ ରେ ନିକ୍ଷପେ କରିବ।

ଲେବୀୟ ପୁସ୍ତକ 6:10
ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍‌ବା ରେ ରଖିବା ଉଚିତ୍।

ଲେବୀୟ ପୁସ୍ତକ 10:12
ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।

ଦିତୀୟ ବିବରଣ 11:30
ସହେି ଦକ୍ସ୍ଟଇ ପର୍ବତ କି ୟର୍ଦ୍ଦନର ସପୋରି ସୂର୍ୟ୍ଯାସ୍ତ ପଥ ପ୍ରାନ୍ତ ରେ ଗିଲ୍ଗଲ୍ ସମ୍ମକ୍ସ୍ଟଖସ୍ଥ ପଦାନିବାସୀ କିଣାନୀଯମାନଙ୍କ ଦେଶ ରେ ମାରେିର ଆଲୋନ୍ତୋଟା ନିକଟରେ ନାହିଁ।

ଦିତୀୟ ବିବରଣ 16:21
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିବ, ତହିଁ ନିକଟରେ ଆଶରୋର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।

Occurences : 61

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்