Base Word
צַמּוּק
Short Definitiona cake of dried grapes
Long Definitionbunch of raisins, raisin-bunch
Derivationfrom H6784
International Phonetic Alphabett͡sˤɑmˈmuːk’
IPA modt͡sɑˈmuk
Syllableṣammûq
Dictiontsahm-MOOK
Diction Modtsa-MOOK
Usagebunch (cluster) of raisins
Part of speechn-m

ପ୍ରଥମ ଶାମୁୟେଲ 25:18
ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।

ପ୍ରଥମ ଶାମୁୟେଲ 30:12
ସମାନେେ ମିଶରୀଯଙ୍କକ୍ସ୍ଟ ଡିମ୍ବିରି ଚକ୍ତିରକ୍ସ୍ଟ ଖଣ୍ଡେ ଓ ଦକ୍ସ୍ଟଇ ପନ୍ଡୋ କିସ୍ମିସ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନକ୍ସ୍ଟଭବ କଲା। ସେ ତିନିଦିନ ଏବଂ ତିନିରାତି କିଛି ଖାଇ ନଥିଲେ, ପାଣି ପିଇଲେ ନାହିଁ।

ଦିତୀୟ ଶାମୁୟେଲ 16:1
ଦାଉଦ ପର୍ବତ ଶୃଙ୍ଗ ପାର ହାଇେ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦକ୍ସ୍ଟଇଟି ଗଧ ସଙ୍ଗ ରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପୋଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳିନ ଫଳ ଏବଂ ଏକ କକ୍ସ୍ଟମ୍ଫା ଦ୍ରାକ୍ଷାରସ ଥିଲା।

ପ୍ରଥମ ବଂଶାବଳୀ 12:40
ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்