Base Word
צַמָּה
Short Definitiona veil
Long Definitionveil, woman's veil
Derivationfrom an unused root meaning to fasten on
International Phonetic Alphabett͡sˤɑmˈmɔː
IPA modt͡sɑˈmɑː
Syllableṣammâ
Dictiontsahm-MAW
Diction Modtsa-MA
Usagelocks
Part of speechn-f

ପରମଗୀତ 4:1
ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।

ପରମଗୀତ 4:3
ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ।

ପରମଗୀତ 6:7
ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ।

ଯିଶାଇୟ 47:2
ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்