Base Word
צְלׇפְחָד
Short DefinitionTselophchad, an Israelite
Long Definitiona Manassite, son of Hepher and grandson of Gilead; came out of Egypt with Moses and died in the wilderness leaving only five daughters as heirs; their right to the inheritance was confirmed by divine direction
Derivationfrom the same as H6764 and H0259
International Phonetic Alphabett͡sˤɛ̆.lopˈħɔːd̪
IPA modt͡sɛ̆.lofˈχɑːd
Syllableṣĕlopḥād
Dictiontseh-lope-HAWD
Diction Modtseh-lofe-HAHD
UsageZelophehad
Part of speechn-pr-m

ଗଣନା ପୁସ୍ତକ 26:33
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା

ଗଣନା ପୁସ୍ତକ 26:33
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା

ଗଣନା ପୁସ୍ତକ 27:1
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।

ଗଣନା ପୁସ୍ତକ 27:7
ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।

ଗଣନା ପୁସ୍ତକ 36:2
ସମାନେେ କହିଲେ, ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।

ଗଣନା ପୁସ୍ତକ 36:6
ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍।

ଗଣନା ପୁସ୍ତକ 36:10
ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।

ଗଣନା ପୁସ୍ତକ 36:11
ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ।

ଯିହୋଶୂୟ 17:3
ସଲଫାଦର ଥିଲେ ହଫରେ ପକ୍ସ୍ଟତ୍ର, ହଫରେ ଥିଲେ ଗିଲିଯଦର ପକ୍ସ୍ଟତ୍ର, ଗିଲିଯଦ ଥିଲେ ମାଖୀର ପକ୍ସ୍ଟତ୍ର ଏବଂ ମାଖୀର ଥିଲେ ମନଃଶିର ପକ୍ସ୍ଟତ୍ର। ସଲଫାଦର କୌଣସି ପକ୍ସ୍ଟତ୍ର ନଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ଯା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋଯା, ହଗଲା, ମିଲ୍ଲା ଓ ତିର୍ସା।

ପ୍ରଥମ ବଂଶାବଳୀ 7:15
ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ବିତୀୟ ପୁତ୍ରର ନାମ ସଲଫାଦ ଥିଲା। ସଲଫାଦର କବଳେ କନ୍ଯାମାନେ ଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்