Base Word
צוּר
Short DefinitionTsur, the name of a Midianite and of an Israelite
Long Definitionfather of Cozbi and one of the 5 Midianite princes who were slain when Balaam fell
Derivationthe same as H6697; rock
International Phonetic Alphabett͡sˤuːr
IPA modt͡suʁ
Syllableṣûr
Dictiontsoor
Diction Modtsoor
UsageZur
Part of speechn-pr-m

ଗଣନା ପୁସ୍ତକ 25:15
ପୁଣି ସହେି ମିଦିଯନୀଯା ସ୍ତ୍ରୀଲୋକ ୟିଏ ଇଶ୍ରାୟେଲ ପୁତ୍ର କସବୀ ସହିତ ହତ ହାଇେଥିଲା। ସେ ସୂରର କନ୍ଯା ଥିଲା। ସୂର ମିଦିଯନୀଯ ପରିବାରବର୍ଗର ଏକ ମୁଖ୍ଯ ଥିଲା।

ଗଣନା ପୁସ୍ତକ 31:8
ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।

ଯିହୋଶୂୟ 13:21
ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।

ପ୍ରଥମ ବଂଶାବଳୀ 8:30
ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,

ପ୍ରଥମ ବଂଶାବଳୀ 9:36
ୟିଯଲଙ୍କେ ଜେଷ୍ଠପୁତ୍ରର ନାମ ଥିଲା : ଅବ୍ଦୋନ୍। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்