Base Word
צְוָחָה
Short Definitiona screech (of anguish)
Long Definitionoutcry, shout
Derivationfrom H6681
International Phonetic Alphabett͡sˤɛ̆.wɔːˈħɔː
IPA modt͡sɛ̆.vɑːˈχɑː
Syllableṣĕwāḥâ
Dictiontseh-waw-HAW
Diction Modtseh-va-HA
Usagecry(-ing)
Part of speechn-f

ଗୀତସଂହିତା 144:14
ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ବାରା ଅଧିକ ଓଜନିଆ ହାଇେ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ଯରୁ କହେି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

ଯିଶାଇୟ 24:11
ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଚାଲି ୟାଇଛି ଓ ଆମାଦେ ଦୂରୀଭୂତ ହାଇେଛି।

ଯିରିମିୟ 14:2
ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।

ଯିରିମିୟ 46:12
ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ। ତୁମ୍ଭର କାତରୋକ୍ତି ରେ ପୃଥିବୀ ପରିପୂର୍ଣ୍ଣ ହବେ। କାରଣ 'ବୀର ସୈନିକ' ଅନ୍ୟ ଜଣେ 'ବୀର ସୈନିକ' ଉପ ରେ ଝୁଣ୍ଟି ପଡ଼ିବ ଓ ସେ ଦୁ ହେଁ ଏକତ୍ର ପଡ଼ିବେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்