Base Word
פִּתְרוֹן
Short Definitioninterpretation (of a dream)
Long Definitioninterpretation
Derivationor פִּתְרֹן; from H6622
International Phonetic Alphabetpɪt̪ˈron̪
IPA modpitˈʁo̞wn
Syllablepitrôn
Dictionpit-RONE
Diction Modpeet-RONE
Usageinterpretation
Part of speechn-m

ଆଦି ପୁସ୍ତକ 40:5
ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।

ଆଦି ପୁସ୍ତକ 40:8
ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।

ଆଦି ପୁସ୍ତକ 40:12
ତହିଁରେ ଯୋଷଫେ ତାଙ୍କୁ କହିଲେ, ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।

ଆଦି ପୁସ୍ତକ 40:18
ଯୋଷଫେ ଉତ୍ତର କଲେ, ଏହି ତିନି ଡ଼ାଲାର ଅର୍ଥ ତିନିଦିନ।

ଆଦି ପୁସ୍ତକ 41:11
ଏହାପରେ ସହେି ରାତ୍ରି ରେ ଆମ୍ଭମାନେେ ପ୍ରେତ୍ୟକକ ଏକ ଏକ ସ୍ବପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ବପ୍ନର ଅର୍ଥ ଥିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்