Base Word
פַּתְבַּג
Short Definitiona dainty
Long Definitionportion of food for king, delicacies
Derivationof Persian origin
International Phonetic Alphabetpɑt̪ˈbɑɡ
IPA modpɑtˈbɑɡ
Syllablepatbag
Dictionpaht-BAHɡ
Diction Modpaht-BAHɡ
Usageportion (provision) of meat
Part of speechn-m

ଦାନିଏଲ 1:5
ଏବଂ ରାଜା ସହେିସବୁ ୟୁବକମାନଙ୍କୁ ରାଜକୀଯ ଖାଦ୍ୟ ଓ ପାନୀଯ ଦେଲେ। ସେ ତିନି ବର୍ଷ ୟାଏଁ ସମାନଙ୍କେୁ ଖାଦ୍ୟ ଦବୋ ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସବୋ କରିବା ପାଇଁ ସମାନଙ୍କେୁ ତାଲିମ ପ୍ରାପ୍ତ ହବୋକୁ ଚାହିଁଲେ।

ଦାନିଏଲ 1:8
ମାତ୍ର ଦାନିୟେଲ ସହେି ରାଜକୀଯ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନଫୁସକାଧିପତିକୁ ନିବଦନେ କଲେ ଓ ସେ ଅନ୍ଯାନ୍ଯ ଖାଦ୍ୟ ଖାଇ ପାରିବେ କି ବୋଲି ପଚାରିଲେ, ଯାହାଫଳ ରେ ସେ ଅଶୁଚି ହବେେ ନାହିଁ।

ଦାନିଏଲ 1:13
ପୁଣି ଦଶଦିନ ପ ରେ ଆମ୍ଭମାନଙ୍କୁ ସହେି ରାଜକୀଯ ଭକ୍ଷ୍ଯ ଓ ପାନୀଯ ଗ୍ରହଣ କରୁଥିବା ୟୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ବାସ୍ଥ୍ଯବାନ୍ ଦଖାୟିବେ। ତା'ପ ରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ଯବହାର କରିବା ହବେେ।

ଦାନିଏଲ 1:15
ଆଉ ଦଶଦିନ ପ ରେ ଦଖାଗେଲା ସମାନେେ ରାଜକୀଯ ଭକ୍ଷଣକାରୀଙ୍କଠାରୁ ଅଧିକ ସୁସ୍ଥସବଳ ଓ ହୃଷ୍ଟପୁଷ୍ଟ ଦଖାଗେଲେ।

ଦାନିଏଲ 1:16
ଏଥି ରେ ଗୃହରକ୍ଷୀ ସମାନଙ୍କେର ସହେି ରାଜକୀଯ ଭକ୍ଷ୍ଯ ଓ ଦ୍ରାକ୍ଷାରସ ପାନୀଯ ବନ୍ଦ କରି ସମାନଙ୍କେୁ ପୂର୍ବପରି ଶାକାହାର ଦେଲେ।

ଦାନିଏଲ 11:26
ଯେଉଁମାନେ ତା'ର ସପକ୍ଷ ରେ ଥିବେ ସମାନେେ ତାକୁ ବିନାଶ କରିବେ। ତା'ର ସୌନ୍ଯବାହିନୀ ପରାସ୍ତ ହେଲାପ ରେ ବହୁସୈନ୍ଯ ନିହତ ହବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்