Base Word
אָפֵס
Short Definitionto disappear, i.e., cease
Long Definition(Qal) to cease, break, come to an end
Derivationa primitive root
International Phonetic Alphabetʔɔːˈpes
IPA modʔɑːˈfes
Syllableʾāpēs
Dictionaw-PASE
Diction Modah-FASE
Usagebe clean gone (at an end, brought to nought), fail
Part of speechv

ଆଦି ପୁସ୍ତକ 47:15
ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।

ଆଦି ପୁସ୍ତକ 47:16
କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।

ଗୀତସଂହିତା 77:8
ପରମେଶ୍ବରଙ୍କ ଦୟା କ'ଣ ଚିରକାଳ ପାଇଁ ଲୁପ୍ତ ହାଇେଛି ? ତାଙ୍କର ପ୍ରତିଜ୍ଞା କ'ଣ ଚିରକାଳ ପାଇଁ ବିଫଳ ହାଇେଛି ?

ଯିଶାଇୟ 16:4
ମାୟୋବର ଲୋକମାନଙ୍କୁ ତାଙ୍କର ଘରୁ ଜାରେ କରି ତଡ଼ି ଦିଆ ୟାଇଛି। ତେଣୁ ସମାନଙ୍କେୁ ତୁମ୍ଭ ଦେଶ ରେ ବାସ କରିବାକୁ ଦିଅ। ସମାନଙ୍କେ ଶତ୍ରୁଠାରୁ ସମାନଙ୍କେୁ ଲୁଚାଇ ରଖ। କାରଣ ଲୁଣ୍ଠନ ବନ୍ଦ ହବେ। ଶତ୍ରୁ ପରାଜିତ ହବେେ। ଆଘାତ କାରୀମାନେ ଦେଶରୁ ବିଦାଯ ନବେେ।

ଯିଶାଇୟ 29:20
ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்