Base Word
פֶּקַח
Short DefinitionPekach, an Israelite king
Long Definitionson of Remaliah, originally a captain of king Pekahiah of Israel, murdered Pekahiah, usurped the throne and became the 18th king of the northern kingdom of Israel
Derivationfrom H6491; watch
International Phonetic Alphabetpɛˈk’ɑħ
IPA modpɛˈkɑχ
Syllablepeqaḥ
Dictionpeh-KA
Diction Modpeh-KAHK
UsagePekah
Part of speechn-pr-m

ଦିତୀୟ ରାଜାବଳୀ 15:25
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

ଦିତୀୟ ରାଜାବଳୀ 15:27
ଯିହୁଦା ରେ ଅସରିଯଙ୍କର ରାଜତ୍ବର ବାବନ ବର୍ଷ ରେ ରମଲିଯଙ୍କର ପୁତ୍ର ପକହେ ଶମରିଯା ରେ ଇଶ୍ରାୟେଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡିଏ ବର୍ଷ ରାଜ୍ଯ ଶାସନ କଲେ।

ଦିତୀୟ ରାଜାବଳୀ 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।

ଦିତୀୟ ରାଜାବଳୀ 15:31
ଏହି ପକହଙ୍କେର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 15:32
ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 15:37
ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିଯର ପୁତ୍ର ପକହଙ୍କେୁ ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

ଦିତୀୟ ରାଜାବଳୀ 16:1
ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।

ଦିତୀୟ ରାଜାବଳୀ 16:5
ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।

ଦିତୀୟ ବଂଶାବଳୀ 28:6
ପକହଙ୍କେ ପିତାଙ୍କର ନାମ ଥିଲା ରମଲିଯ। ପକହେ ଓ ତାଙ୍କର ସୈନ୍ଯଦଳ ଗୋଟିଏ ଦିନ ରେ ଯିହୁଦାର 1,20,000 ଜଣ ସାହସୀ ସୈନିକଙ୍କୁ ହତ୍ଯା କଲେ। ପକହେ ଯିହୁଦାର ସହେି ଲୋକମାନଙ୍କୁ ହତ୍ଯା କଲେ, କାରଣ ସମାନଙ୍କେର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନୁଥିଲେ, ସମାନେେ ତାଙ୍କୁ ମାନିଲେ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்