Base Word
פָּלַח
Short Definitionto slice, i.e., break open or pierce
Long Definitionto cleave, slice
Derivationa primitive root
International Phonetic Alphabetpɔːˈlɑħ
IPA modpɑːˈlɑχ
Syllablepālaḥ
Dictionpaw-LA
Diction Modpa-LAHK
Usagebring forth, cleave, cut, shred, strike through
Part of speechv

ଦିତୀୟ ରାଜାବଳୀ 4:39
ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷତକେୁ ଗଲା। ମାତ୍ର ସେ ଏକ ବନ୍ଯଲତା ପାଇ ତାହାର ଫଳ ରେ ଅଣ୍ଟି ପୂର୍ଣ୍ଣ କଲା। ସହେି ଫଳକୁ ଆଣି କାଟି ପାତ୍ର ରେ ଭରିଲା। କିନ୍ତୁ ସମାନେେ କି ଫଳ ବୋଲି ଜାଣି ପାରିଲେ ନାହିଁ।

ଆୟୁବ ପୁସ୍ତକ 16:13
ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍‌ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।

ଆୟୁବ ପୁସ୍ତକ 39:3
ସହେି ପଶୁମାନେ ପଡ଼ିରହି ଗର୍ଭ ୟନ୍ତ୍ରଣା ଭୋଗକରି ତା'ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।

ଗୀତସଂହିତା 141:7
ଚାଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସହେିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିୟିବ।

ହିତୋପଦେଶ 7:23
ଯମେିତି ପକ୍ଷୀଟିଏ ଶିକାରୀ ତୀର ଦ୍ବାରା, ତା'ର ଛାତିକୁ ଲକ୍ଷ୍ଯଭଦେ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସହେିପରି ସେ ୟୁବପୁରୁଷ ବିପଦ ରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்