Base Word
אֶסְתֵּר
Short DefinitionEster, the Jewish heroine
Long Definitionthe queen of Persia, heroine of the book of Esther—daughter of Abihail, cousin and adopted daughter of Mordecai, of the tribe of Benjamin, made queen by king Ahasuerus to replace divorced queen, Vashti.
Derivationof Persian derivation
International Phonetic Alphabetʔɛsˈt̪er
IPA modʔɛsˈteʁ
Syllableʾestēr
Dictiones-TARE
Diction Modes-TARE
UsageEsther
Part of speechn-pr-f

ଏଷ୍ଟର ବିବରଣ 2:7
ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନହମେଯୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂପେ ଗ୍ରହଣ କରିଥିଲା।

ଏଷ୍ଟର ବିବରଣ 2:8
ଯେତବେେଳେ ରାଜାର ସହେି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ ହେଲା ଶୂଶନ୍ ରାଜଧାନୀ ରେ ହଗଯେ ନିକଟରେ ଅନକେ କନ୍ଯା ସଂଗୃହିତ ହବୋ ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହଗଯେ ନିକଟକୁ ନିଆଗଲା।

ଏଷ୍ଟର ବିବରଣ 2:10
ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ ଦଲୋନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା।

ଏଷ୍ଟର ବିବରଣ 2:11
ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।

ଏଷ୍ଟର ବିବରଣ 2:15
ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

ଏଷ୍ଟର ବିବରଣ 2:15
ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

ଏଷ୍ଟର ବିବରଣ 2:16
ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସ ରେ ଅର୍ଥାତ୍ ଟବେେତ୍ ସାମ ରେ, ଏଷ୍ଟରକୁ ରାଜଗୃହ ରେ ଅକ୍ଷଶ୍ବରେଶ ରାଜା ନିକଟକୁ ନିଆଗଲା।

ଏଷ୍ଟର ବିବରଣ 2:17
ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।

ଏଷ୍ଟର ବିବରଣ 2:18
ଏହାପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା ରେ ଦାନ କଲା।

ଏଷ୍ଟର ବିବରଣ 2:20
ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା ରେ ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ ଦଲୋ ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟରେ ପ୍ରତିପାଳିତା ହବୋ ସମୟରେ ଯେପରି କରୁଥିଲା ସେତବେେଳେ ହିଁ ସପରେି ତାହାର ଆଜ୍ଞା ପାଳନ କଲା।

Occurences : 55

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்