Base Word
פָּגַע
Short Definitionto impinge, by accident or violence, or (figuratively) by importunity
Long Definitionto encounter, meet, reach, entreat, make intercession
Derivationa primitive root
International Phonetic Alphabetpɔːˈɡɑʕ
IPA modpɑːˈɡɑʕ
Syllablepāgaʿ
Dictionpaw-ɡA
Diction Modpa-ɡA
Usagecome (betwixt), cause to entreat, fall (upon), make intercession, intercessor, intreat, lay, light (upon), meet (together), pray, reach, run
Part of speechv

ଆଦି ପୁସ୍ତକ 23:8
ଅବ୍ରହାମ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ମାରେ ସ୍ତ୍ରୀ କବର ଦବୋପାଇଁ ସାହାୟ୍ଯ କରିବାକୁ ଚାହୁଁଥାଅ। ତବେେ ତୁମ୍ଭମାନେେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବଦନେ କର।

ଆଦି ପୁସ୍ତକ 28:11
ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।

ଆଦି ପୁସ୍ତକ 32:1
ଏଣୁ ଯାକୁବ ସହେିସ୍ଥାନ ଛାଡ଼ିଲେ। ସେ ୟିବା ବାଟରେ ପରମେଶ୍ବରଙ୍କ ଦୂତମାନେ ତାଙ୍କୁ ଭଟେିଲେ।

ଯାତ୍ରା ପୁସ୍ତକ 5:3
ଏହାପରେ ହାରୋଣ ଏବଂ ମାଶାେ କହିଲେ, ଏବ୍ରୀଯମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡୁଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ୟିବାକୁ ଦିଅନ୍ତୁ। ଆମ୍ଭମାନେେ ସଠାେରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ଯଦି ଆମ୍ଭେ ତାହା ନକରୁ ସେ ହୁଏତ୍ କୋରଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ବଂସ କରିପାରନ୍ତି। ସେ ଆମ୍ଭମାନଙ୍କୁ ୟୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ଯମ ରେ ମୃତ୍ଯୁ ଦଇେ ପାରନ୍ତି।

ଯାତ୍ରା ପୁସ୍ତକ 5:20
ସମାନେେ ଫାରୋଙ୍କଠାରୁ ଫରେିବା ବେଳେ ମାଶାେ ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସମାନେେ ବାଟରେ ଅପେକ୍ଷା କରିଥିଲେ।

ଯାତ୍ରା ପୁସ୍ତକ 23:4
ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତବେେ ତାକୁ ତା'ର ମୁନିବକୁ ଫରୋଇ ଦିଅ, ଯଦି ସେ ତୁମ୍ଭର ଶତୃ ବି ହାଇେଥାଏ।

ଗଣନା ପୁସ୍ତକ 35:19
ଜଣେ ମୃତ ପରିବାରର ଲୋକ, ହତ୍ଯାକାରୀକୁ ହତ୍ଯା କରିପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ଯା କରିପାରିବ।

ଗଣନା ପୁସ୍ତକ 35:21
ଯେଉଁ ବ୍ଯକ୍ତି ହତ୍ଯା କରିଥିଲା ତାକୁ ମୃତବ୍ଯକ୍ତିର ପରିବାରର କୌଣସି ସଦସ୍ଯ ତାକୁ ଦେଖିଲା ମାତ୍ ରେ ହତ୍ଯା କରିବେ।

ଯିହୋଶୂୟ 2:16
ତା'ପରେ ସେ ସ୍ତ୍ରୀଲୋକଟି କହିଲା, ପର୍ବତମଯ ଦେଶ ମଧ୍ଯକକ୍ସ୍ଟ ୟାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକକ୍ସ୍ଟ ସକ୍ଷମ ହବେେ ନାହିଁ। ସଠାେରେ ତିନିଦିନ ଲକ୍ସ୍ଟଚିରକ୍ସ୍ଟହ, ଯେତବେେଳେ ରାଜାଙ୍କର ଲୋକମାନେ ଫରେି ଆସିବେ ତୁମ୍ଭମାନେେ ତକ୍ସ୍ଟମ୍ଭ ବାଟରେ ଗ୍ଭଲିୟିବ।

ଯିହୋଶୂୟ 16:7
ଏହାପରେ ୟା ନୋହଠାରକ୍ସ୍ଟ ଅଟାରୋତ୍ ଓ ନାରତ୍ ଦଇେ ୟାଇ ଯିରୀହାେ ପର୍ୟ୍ଯନ୍ତ ୟାଇ ୟର୍ଦ୍ଦନ ରେ ବାହାରିଲା।

Occurences : 46

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்