Base Word
עַשְׁתָּרוֹת
Short DefinitionAshtaroth, the name of a Sidonian deity, and of a place East of the Jordan
Long Definition(n pr f deity) false goddesses in the Canaanite religion, usually related to fertility cult
Derivationor עַשְׁתָּרֹת; plural of H6251
International Phonetic Alphabetʕɑʃ.t̪ɔːˈrot̪
IPA modʕɑʃ.tɑːˈʁo̞wt
Syllableʿaštārôt
Dictionash-taw-ROTE
Diction Modash-ta-ROTE
UsageAsharoth, Astaroth
Part of speechn-pr-f

ଦିତୀୟ ବିବରଣ 1:4
ସଦାପ୍ରଭୁ ହିଷ୍ବୋନ ନିବାସୀ ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗକକ୍ସ୍ଟ ଇଦ୍ରିଯୀ ରେ ପରାସ୍ତ କଲାପରେ।

ଯିହୋଶୂୟ 9:10
ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।

ଯିହୋଶୂୟ 12:4
ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।

ଯିହୋଶୂୟ 13:12
ରାଜା ଓଗ୍ଙ୍କର ସମସ୍ତ ରାଜ୍ଯ ସହେି ଦେଶ ରେ ଥିଲା ରଫାଯୀଯମାନଙ୍କ ବଂଶଧର। ରାଜା ବାଶନ ରେ ଶାସନ କରୁଥିଲେ। ପୂର୍ବ କାଳ ରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିଯୀ ରେ ଶାସନ କରୁଥିଲେ। ଅତୀତର ମାଶାେ ସହେି ଲୋକମାନଙ୍କର ଦେଶକକ୍ସ୍ଟ କରଗତ କରିଥିଲେ।

ଯିହୋଶୂୟ 13:31
ଅର୍ଦ୍ଧକେ ଗିଲିଯଦ, ଅଷ୍ଟାରୋତ୍, ଇଦ୍ରିଯୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପକ୍ସ୍ଟତ୍ର ମାଖୀରର ବଂଶଧରଗଣଙ୍କକ୍ସ୍ଟ ଏହିସବୁ ଦେଶ ଦିଆୟାଇଥିଲା। ଅର୍ଦ୍ଧକେ ଉତ୍ତରାଧିକାରୀ ଏହି ଦେଶ ପାଇଲେ।

ବିଚାରକର୍ତାମାନଙ୍କ ବିବରଣ 2:13
ଇଶ୍ରାୟେଲବାସୀମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ ଏବଂ ମିଥ୍ଯାବାଦୀ ବାଲ୍ଦବେ ଓ ଅଷ୍ଟାରୋତ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ଲାଗିଲେ।

ବିଚାରକର୍ତାମାନଙ୍କ ବିବରଣ 10:6
ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।

ପ୍ରଥମ ଶାମୁୟେଲ 7:3
ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

ପ୍ରଥମ ଶାମୁୟେଲ 7:4
ଇଶ୍ରାୟେଲୀୟମାନେ ସମାନଙ୍କେର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକକ୍ସ୍ଟ ଫିଙ୍ଗି ଦେଲେ। ସମାନେେ କବଳେ ସଦାପ୍ରଭୁଙ୍କର ସବୋ କଲେ।

ପ୍ରଥମ ଶାମୁୟେଲ 12:10
ତା'ପରେ ତକ୍ସ୍ଟମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, 'ଆମ୍ଭମାନେେ ପାପ କରିଛକ୍ସ୍ଟ ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁଙ୍କୁ ତ୍ଯାଗ କରି ବାଲ୍ ଦବଗେଣଙ୍କର ଏବଂ ଅଷ୍ଟାରୋତ୍ ଦବଗେଣଙ୍କର ପୂଜା କରୁଛକ୍ସ୍ଟ। ଏବେ ଆମ୍ଭମାନଙ୍କୁ ଶତୃ କବଳରକ୍ସ୍ଟ ରକ୍ଷା କର, ଆମ୍ଭମାନେେ ତୁମ୍ଭର ଉପାସନା କରିବକ୍ସ୍ଟ।'

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்