Base Word
עִשָּׂרוֹן
Short Definition(fractional) a tenth part
Long Definitiontenth part, tithe
Derivationor עִשָּׂרֹן; from H6235
International Phonetic Alphabetʕɪɬːɔːˈron̪
IPA modʕi.sːɑːˈʁo̞wn
Syllableʿiśśārôn
Dictionis-saw-RONE
Diction Modee-sa-RONE
Usagetenth deal
Part of speechn-m

ଯାତ୍ରା ପୁସ୍ତକ 29:40
ଯେତବେେଳେ ତୁମ୍ଭେ ପ୍ରଥମ ମଷେଶାବକ ସହିତ ଚତୁର୍ଥାଂଶ ନିର୍ମଳ ପଷୋ ତୈଳ ରେ ମିଶ୍ରୀତ ଏକ ଐଫାର ଦଶମାଂଶ ମଇଦା ଓ ପଯେ ନବୈେଦ୍ଯ ନିମନ୍ତେ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ଉତ୍ସର୍ଗ କର।

ଲେବୀୟ ପୁସ୍ତକ 14:10
ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

ଲେବୀୟ ପୁସ୍ତକ 14:21
ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ଯ ଦବୋକୁ ଅକ୍ଷମ, ତବେେ ସେ ନିଜର ପ୍ରାଯଶ୍ଚିତ ପାଇଁ ଦୋଳନୀଯ ନବୈେଦ୍ଯ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମଷେବତ୍ସା ଓ ଶସ୍ଯ ନବୈେଦ୍ଯରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।

ଲେବୀୟ ପୁସ୍ତକ 23:13
ପୁଣି ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ସହେିଦିନ ଶସ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ହବେ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପଯେ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବ।

ଲେବୀୟ ପୁସ୍ତକ 23:17
ତୁମ୍ଭମାନେେ ନିଜ ନିଜ ଘରୁ ଦୋଳନୀଯ ନବୈେଦ୍ଯାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦା ରେ ପ୍ରସ୍ତୁତ ହବେ ଓ ତାଡି ରେ ପାକ କରାୟିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଥମଜାତ ଉପହାର ହବେ।

ଲେବୀୟ ପୁସ୍ତକ 24:5
ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।

ଗଣନା ପୁସ୍ତକ 15:4
ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।

ଗଣନା ପୁସ୍ତକ 15:6
ଆଉ ଏକ ମଷେ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଏକ ହିନର ଏକ ତୃତୀଯାଂଶ ତୈଳ ରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନବୈେଦ୍ଯ ପ୍ରସ୍ତୁତ କରିବ।

ଗଣନା ପୁସ୍ତକ 15:9
ତବେେ ସହେି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଆଣିବା ଉଚିତ୍।

ଗଣନା ପୁସ୍ତକ 28:9
ଆଉ ବିଶ୍ରାମ ଦିନ ରେ, ଏକ ବର୍ଷୀଯ ଦୁଇଟି ନିଖୁଣ ମଷେବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்