Base Word
עָרַף
Short Definitionto break the neck; hence (figuratively) to destroy
Long Definition(Qal) to break the neck (of an animal)
Derivationa primitive root (identical with through the idea of slopping); properly, to bend downward; but used only as a denominative from H6203
International Phonetic Alphabetʕɔːˈrɑp
IPA modʕɑːˈʁɑf
Syllableʿārap
Dictionaw-RAHP
Diction Modah-RAHF
Usagethat is beheaded, break down, break (cut off, strike off) neck
Part of speechv

ଯାତ୍ରା ପୁସ୍ତକ 13:13
ତୁମ୍ଭେ ମଷେଶାବକ ଦଇେ ପ୍ରେତ୍ୟକକ ପ୍ରଥମଜାତ ଗଧକୁ ମୁକ୍ତ କରିପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତବେେ ତୁମ୍ଭେ ତା'ର ବକେକୁ ଭାଙ୍ଗି ଦବୋ ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ହବେ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହବେ।

ଯାତ୍ରା ପୁସ୍ତକ 34:20
ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ଏକ ମଷେ ବଦଳ ରେ ତାହା କ୍ରଯ କରିପାରିବ। କିନ୍ତୁ ଯଦି ତୁମ୍ଭେ ମଷେ ବଦଳ ରେ ତାହା କ୍ରଯ ନକର, ତବେେ ତୁମ୍ଭେ ସହେି ଗଧର ବକେ ଭାଙ୍ଗିବ। ତୁମ୍ଭମାନେେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରିପାରିବ। କୌଣସି ବ୍ଯକ୍ତି ବିନା ଉପହାର ରେ ମାେ ପାଖକୁ ଆସିବ ନାହିଁ।

ଦିତୀୟ ବିବରଣ 21:4
ସହେି ନଗରର ପ୍ରାଚୀନବର୍ଗମାନେ ସହେି ଗାଈକକ୍ସ୍ଟ ଏକ ଜଳ ଉପତ୍ଯାକାକକ୍ସ୍ଟ ନବେେ ଯେଉଁଠା ରେ ଜଳପ୍ଲାବିତ ହେଉଥିବ ଓ ସହେି ସ୍ଥାନ କବେେ ଗ୍ଭଷ କରାୟାଇ ନ ଥିବ କିଅବା କୌଣସି ବୃକ୍ଷ ସଠାେରେ ଲଗାୟାଇ ନ ଥିବ। ଏହାପରେ ସହେି ଉପତ୍ୟକା ରେ ଉକ୍ତ ବାଛକ୍ସ୍ଟରୀଟିର ବକେକକ୍ସ୍ଟ ଭାଙ୍ଗି ଦବେେ।

ଦିତୀୟ ବିବରଣ 21:6
ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।

ଯିଶାଇୟ 66:3
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ହୋଶେୟ 10:2
ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କୁ ଠକିବାକୁ ଚୋଷ୍ଟା କଲେ କିନ୍ତୁ ବର୍ତ୍ତମାନ ସମାନେେ ସମାନଙ୍କେର ଦୋଷ ସ୍ବୀକାର କରିବେ। ସଦାପ୍ରଭୁ ସମାନଙ୍କେର ୟଜ୍ଞବଦେୀକୁ ଭାଙ୍ଗି ଦବେେ। ସେ ସମାନଙ୍କେର ସ୍ମୃତିସ୍ତମ୍ଭକୁ ଧ୍ବଂସ କରି ଦବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்