Base Word
אַסִּיר
Short Definitionprisoner
Long Definitionprisoners (collective)
Derivationfor H0615
International Phonetic Alphabetʔɑsˈsɪi̯r
IPA modʔɑˈsiːʁ
Syllableʾassîr
Dictionas-SEER
Diction Modah-SEER
Usageprisoner
Part of speechn-m

ଯିଶାଇୟ 10:4
ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାୟ୍ଯ କରିବ ନାହିଁ। ପରମେଶ୍ବର ତଥାପି କ୍ରୋଧାନ୍ବିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।

ଯିଶାଇୟ 24:22
ବନ୍ଦୀମାନେ କୂପ ରେ ଏକତ୍ରୀତ ହେଲାପରି ସମାନେେ ଏକତ୍ରୀତ ହବେେ। ସମାନଙ୍କେ ମଧ୍ଯରୁ କେତକେ ବନ୍ଦୀ ଗୃହ ରେ ରୁଦ୍ଧ ହବେେ। ବହୁଦିନ ପ ରେ ସମାନେେ ଦଣ୍ଡିତ ହବେେ।

ଯିଶାଇୟ 42:7
ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ, କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ ଓ ଅନ୍ଧକାର ରେ ସଢ଼ୁଥିବା ଲୋକମାନଙ୍କୁ ବନ୍ଦୀ ଗୃହରୁ ବାହାରକୁ ଆଣିବ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்