Base Word
עֵר
Short DefinitionEr, the name of two Israelites
Long Definitionthe eldest son of Judah
Derivationfrom H5782; watchful
International Phonetic Alphabetʕer
IPA modʕeʁ
Syllableʿēr
Dictionare
Diction Modare
UsageEr
Part of speechn-pr-m

ଆଦି ପୁସ୍ତକ 38:3
ସହେି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦଲୋ। ସେ ତା'ର ନାମ ଦେଲେ ଏର।

ଆଦି ପୁସ୍ତକ 38:6
ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦବୋପାଇଁ ଏକ ସ୍ତ୍ରୀ ପାଇଲେ। ଯାହାର ନାମ ତାମର ଥିଲା।

ଆଦି ପୁସ୍ତକ 38:7
କିନ୍ତୁ ସଦାପ୍ରଫୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାଙ୍କୁ ବିନାଶ କଲେ।

ଆଦି ପୁସ୍ତକ 46:12
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ଆଦି ପୁସ୍ତକ 46:12
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ଗଣନା ପୁସ୍ତକ 26:19
ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;

ଗଣନା ପୁସ୍ତକ 26:19
ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;

ପ୍ରଥମ ବଂଶାବଳୀ 2:3
ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ।

ପ୍ରଥମ ବଂଶାବଳୀ 4:21
ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்