Base Word
עָנָף
Short Definitiona twig (as covering the limbs)
Long Definitionbough, branch
Derivationfrom an unused root meaning to cover
International Phonetic Alphabetʕɔːˈn̪ɔːp
IPA modʕɑːˈnɑːf
Syllableʿānāp
Dictionaw-NAWP
Diction Modah-NAHF
Usagebough, branch
Part of speechn-m

ଲେବୀୟ ପୁସ୍ତକ 23:40
ଆଉ ତମ୍ଭମାନେେ ପ୍ରଥମ ଦିନ ରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖଜୁର୍ର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘନେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସମ୍ମୁଖ ରେ ସାତ ଦିନ ୟାଏ ଆନନ୍ଦ କରିବ।

ଗୀତସଂହିତା 80:10
ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।

ଯିହିଜିକଲ 17:8
ସହେି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ ଓ ଫଳବତୀ ହାଇେ ଉତ୍ତମ ଦ୍ରାକ୍ଷାଲତା ହବେ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହାଇେଥିଲା।

ଯିହିଜିକଲ 17:23
ମୁଁ ସ୍ବଯଂ ଇଶ୍ରାୟେଲର ଉଚ୍ଚତମ ପର୍ବତ ରେ ସହେି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସହେି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହବେ ଏବଂ ଏଥି ରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହବେ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ଯ ସମାନେେ ତାହାର ଶାଖାଗୁଡ଼ିକର ଛାଯା ରେ ବାସ କରିବେ।

ଯିହିଜିକଲ 31:3
ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।

ଯିହିଜିକଲ 36:8
କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ମଲାଖୀ 4:1
ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்