Base Word
עׇמְרִי
Short DefinitionOmri, an Israelite
Long Definitionking of the northern kingdom of Israel, successor to king Elah for whom he was the captain of the army; ruled for 12 years and succeeded by his infamous son Ahab
Derivationfrom H6014; heaping
International Phonetic Alphabetʕomˈrɪi̯
IPA modʕomˈʁiː
Syllableʿomrî
Dictionome-REE
Diction Modome-REE
UsageOmri
Part of speechn-pr-m

ପ୍ରଥମ ରାଜାବଳୀ 16:16
ଛାଉଣି ରେ ଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଗୁପ୍ତ ଚକ୍ରାନ୍ତ ଦ୍ବାରା ରାଜାଙ୍କୁ ମାରି ରାଜା ହାଇେଛନ୍ତି। ସମାନେେ ଅମ୍ରିନାମକ ଜଣେ ସନୋପତିଙ୍କୁ ଇଶ୍ରାୟେଲ ଉପରେ ରାଜା କରାଇଲେ।

ପ୍ରଥମ ରାଜାବଳୀ 16:17
ତେଣୁ ଅମ୍ରି ଏବଂ ସମଗ୍ର ଇଶ୍ରାୟେଲ ଲୋକ ଗିଦ୍ଦଥୋନ ତ୍ଯାଗ କରି ତିର୍ସା ଆକ୍ରମଣ କଲେ।

ପ୍ରଥମ ରାଜାବଳୀ 16:21
ସେ ସମୟରେ ଇଶ୍ରାୟେଲର ଲୋକମାନେ ଦୁଇ ଭାଗ ରେ ବିଭକ୍ତ ହେଲେ। ଅର୍ଦ୍ଧକେ ଲୋକ ଗୀନତର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତା'ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧକେ ଅମ୍ରିଙ୍କର ଅନୁଗାମୀ ହେଲେ।

ପ୍ରଥମ ରାଜାବଳୀ 16:22
ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।

ପ୍ରଥମ ରାଜାବଳୀ 16:22
ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।

ପ୍ରଥମ ରାଜାବଳୀ 16:23
ଯିହୁଦା ରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଅମ୍ରି ଇଶ୍ରାୟେଲର ରାଜା ହେଲେ। ଅମ୍ରି ଇଶ୍ରାୟେଲ ରେ ବାରବର୍ଷ ରାଜତ୍ବ କଲେ। ସେଥି ବାରବର୍ଷ ମଧ୍ଯରୁ ଛଅବର୍ଷ ତିର୍ସା ରେ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 16:25
ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ।

ପ୍ରଥମ ରାଜାବଳୀ 16:27
ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ୟ୍ଯଗୁଡିକ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ପ୍ରଥମ ରାଜାବଳୀ 16:28
ଅମ୍ରିଙ୍କର ମୃତ୍ଯୁପରେ ସେ ଶମରିଯା ରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।

ପ୍ରଥମ ରାଜାବଳୀ 16:29
ଯିହୁଦା ରେ ଆସାଙ୍କ ରାଜତ୍ବ କାଳର ଅଠତିରିଶ ବର୍ଷ ରେ ଅମ୍ରିଙ୍କ ପୁତ୍ର ଆହାବ୍ ଇଶ୍ରାୟେଲର ରାଜା ହେଲେ। ଆହାବ୍ ଇଶ୍ରାୟେଲର ଶମରିଯା ନଗର ରେ ବାଇଶ ବର୍ଷ ରାଜତ୍ବ କଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்