Base Word
אָנַף
Short Definitionto breathe hard, i.e., be enraged
Long Definitionto be angry, to be displeased, to breathe hard
Derivationa primitive root
International Phonetic Alphabetʔɔːˈn̪ɑp
IPA modʔɑːˈnɑf
Syllableʾānap
Dictionaw-NAHP
Diction Modah-NAHF
Usagebe angry (displeased)
Part of speechv

ଦିତୀୟ ବିବରଣ 1:37
ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧିତ ହେଲେ। ସେ ମାେତେ କହିଲେ, ' ମାଶାେ, ତୁମ୍ଭେ ମଧ୍ଯ ସେ ସ୍ଥାନ ରେ ପ୍ରବେଶ କରିବ ନାହିଁ।

ଦିତୀୟ ବିବରଣ 4:21
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ ହେଲେ। ପକ୍ସ୍ଟଣି ମୁ ଯେପରି ୟର୍ଦ୍ଦନ ପାର ହାଇେ ନ ୟିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦବେେ, ସହେି ଉତ୍ତମ ଦେଶ ରେ ମୁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।

ଦିତୀୟ ବିବରଣ 9:8
ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।

ଦିତୀୟ ବିବରଣ 9:20
ସଦାପ୍ରଭୁ ହାରୋଣଙ୍କକ୍ସ୍ଟ ବିନାଶ କରିବାପାଇଁ ଅତିଶଯ କୋପ କଲେ, ମୁ ସେ ସମୟରେ ମଧ୍ଯ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।

ପ୍ରଥମ ରାଜାବଳୀ 8:46
ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରେତ୍ୟକକ ଲୋକ ପାପ କରନ୍ତି। ତୁମ୍ଭେ ସମାନଙ୍କେ ଉପରେ କୋରଧାନ୍ବିତ ହବେ ଓ ସମାନଙ୍କେୁ ଶତୃମାନଙ୍କ ଦ୍ବାରା ପରାଜିତ କରାଇବ। ସମାନଙ୍କେର ଶତୃ ସମାନଙ୍କେୁ ବନ୍ଦୀକରି ଦୂର ଦେଶକୁ ନଇେଯିବେ।

ପ୍ରଥମ ରାଜାବଳୀ 11:9
ଶ ଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠାରୁ ବିମୁଖ ହାଇେଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କୋର୍ଧ ହେଲେ। ଅତୀତ ରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ କଲେ।

ଦିତୀୟ ରାଜାବଳୀ 17:18
ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।

ଦିତୀୟ ବଂଶାବଳୀ 6:36
ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ - ଏପରି ବ୍ଯକ୍ତି କହେି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସମାନଙ୍କେ ଉପରେ କୋରଧ କରିବ। ତୁମ୍ଭେ ଜଣେ ଶତୃଦ୍ବାରା ସମାନଙ୍କେୁ ପରାଜିତ କରାଇବ, ଆଉ ସମାନଙ୍କେୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ୟିବାକୁ ହବେ।

ଏଜ୍ରା 9:14
ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।

ଗୀତସଂହିତା 2:12
ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்