Base Word
עָמוֹס
Short DefinitionAmos, an Israelite prophet
Long Definitiona prophet of the Lord who prophesied in the northern kingdom; native of Tekoa in Judah near Bethlehem and a shepherd by trade; author of the prophetic book by his name
Derivationfrom H6006; burdensome
International Phonetic Alphabetʕɔːˈmos
IPA modʕɑːˈmo̞ws
Syllableʿāmôs
Dictionaw-MOSE
Diction Modah-MOSE
UsageAmos
Part of speechn-pr-m

ଆମୋଷ 1:1
ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।

ଆମୋଷ 7:8
ସଦାପ୍ରଭୁ ମାେତେ କହିଲେ, ହେ ଆମାଷେ କ'ଣ ଦେଖୁଛ?

ଆମୋଷ 7:10
ବୈଥଲରେ ଯାଜକ ଅମତ୍ସିଯ ଏହି ବାର୍ତ୍ତା ଇଶ୍ରାୟେଲର ରାଜା ୟାରବିଯାମଙ୍କୁ ପଠାଇଲେ, ଆମାଷେ ତୁମ୍ଭ ବିରୁଦ୍ଧ ରେ ଇଶ୍ରାୟେଲୀୟମାନଙ୍କ ମଧିଅରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁନାହିଁ।

ଆମୋଷ 7:11
ଆମାଷେ କହୁଛନ୍ତି, 'ୟାରବିଯାମ୍ ଖଡ୍ଗ ରେ ନିହତ ହବେେ ଏବଂ ଇଶ୍ରାୟେଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆୟିବ।'

ଆମୋଷ 7:12
ଅମତସିଯ ମଧ୍ଯ ଆମାଷେକୁ କହିଥିଲେ, ହେ ଦର୍ଶକ ଯିହୁଦାକୁ ୟାଅ ଓ ସଠାେ ରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର।

ଆମୋଷ 7:14
ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।

ଆମୋଷ 8:2
ସଦାପ୍ରଭୁ ମାେତେ ପଚାରିଲେ, ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்