Base Word
עַמּוֹנִית
Short Definitionan Ammonitess
Long Definitiona woman of Ammon
Derivationfeminine of H5984
International Phonetic Alphabetʕɑmːoˈn̪ɪi̯t̪
IPA modʕɑ.mo̞wˈniːt
Syllableʿammônît
Dictionam-moh-NEET
Diction Modah-moh-NEET
UsageAmmonite(-ss)
Part of speecha

ପ୍ରଥମ ରାଜାବଳୀ 14:21
ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।

ପ୍ରଥମ ରାଜାବଳୀ 14:31
ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।

ଦିତୀୟ ବଂଶାବଳୀ 12:13
ରାଜା ରିହବିଯାମ୍ ୟିରୁଶାଲମ ରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତବେେଳେ ରାଜା ହେଲେ, ସେତବେେଳେ ତାଙ୍କୁ ଏକଚାଳିଶ ବର୍ଷ ବଯସ ହାଇେଥିଲା। ରିହବିଯାମ୍ ସତର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେ ରହିଲେ। ଇଶ୍ରାୟେଲର ସମସ୍ତ ବଂଶ ମଧ୍ଯରୁ ସଦାପ୍ରଭୁ ୟିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ୟିରୁଶାଲମ ରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହମିଯାମ୍ଙ୍କୁ ମାତା ଥିଲେ ନଯମା। ନଯମା ଅମ୍ମାନେ ଦେଶରୁ ଆସିଥିଲେ।

ଦିତୀୟ ବଂଶାବଳୀ 24:26
ୟୋଯାଶ୍ଙ୍କ ବିରୁଦ୍ଧ ରେ ଏହି ଭୃତ୍ଯମାନେ ଷଡ଼ୟନ୍ତ୍ର କରିଥିଲେ ; ସାବଦ୍ ଓ ୟିହୋଷାବଦ୍, ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିଯତ୍। ଶିମିଯତ୍ ଅମ୍ମାନରେୁ ଆସିଥିଲେ। ଆଉ ୟିହୋଷାବଦ୍ଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମାୟୋବ୍ରୁ ଆସିଥିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்