Base Word
עִלַּי
Short Definitionsupreme (i.e., God)
Long Definitionhighest, the Most High
Derivationcorresponding to H5942
International Phonetic Alphabetʕɪlˈlɑi̯
IPA modʕiˈlɑi̯
Syllableʿillay
Dictionil-LAI
Diction Modee-LAI
Usage(most) high
Part of speecha

ଦାନିଏଲ 3:26
ତା'ପ ରେ ନବୂଖଦ୍ନିତ୍ସର ପ୍ରଜ୍ବଳିତ ଅଗ୍ନିକୁଣ୍ତ ଆଡକୁ ୟାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭମାନେେ ଅଗ୍ନିକୁଣ୍ତରୁ ବାହାରି ଆସ।

ଦାନିଏଲ 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।

ଦାନିଏଲ 4:17
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

ଦାନିଏଲ 4:24
ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମାରେ ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।

ଦାନିଏଲ 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

ଦାନିଏଲ 4:32
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।

ଦାନିଏଲ 4:34
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।

ଦାନିଏଲ 5:18
ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

ଦାନିଏଲ 5:21
ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।

ଦାନିଏଲ 7:25
ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்