Base Word
עֵלִי
Short DefinitionEli, an Israelite highpriest
Long Definitiondescendant of Aaron through Ithamar and high priest and judge of Israel when Samuel entered service as a child
Derivationfrom H5927; lofty
International Phonetic Alphabetʕeˈlɪi̯
IPA modʕeˈliː
Syllableʿēlî
Dictionay-LEE
Diction Moday-LEE
UsageEli
Part of speechn-pr-m

ପ୍ରଥମ ଶାମୁୟେଲ 1:3
ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।

ପ୍ରଥମ ଶାମୁୟେଲ 1:9
ସେ ଖାଇପିଇ ସାରିବା ପରେ ହାନ୍ନା ଚକ୍ସ୍ଟପ୍ ଗ୍ଭପ୍ ଭାବରେ ଉଠିୟାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକକ୍ସ୍ଟ ପ୍ରାର୍ଥନା କରିବାକୁ ଗଲା। ଏଲି ୟିଏ କି ଧର୍ମଯାଜକ ଥିଲେ, ସେ ସହେି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲେ।

ପ୍ରଥମ ଶାମୁୟେଲ 1:12
ଯେତବେେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା'ର ପାଟିକକ୍ସ୍ଟ ଦେଖକ୍ସ୍ଟଥିଲା।

ପ୍ରଥମ ଶାମୁୟେଲ 1:13
ସହେି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। କବଳେ ତାଙ୍କର ଓଷ୍ଠ ହଲକ୍ସ୍ଟଥିଲା। ମାତ୍ର ତାଙ୍କର ସ୍ବର ଶକ୍ସ୍ଟଣା ଯାଉନଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ।

ପ୍ରଥମ ଶାମୁୟେଲ 1:14
ଏଲି ହାନ୍ନାଙ୍କକ୍ସ୍ଟ କହିଲେ, ତୁମ୍ଭେ ଆଉ କେତକୋଳ ମାତାଲ ହେଉଥିବ? ଦ୍ରାକ୍ଷାରସରକ୍ସ୍ଟ ଦକ୍ସ୍ଟ ରଇେ ରକ୍ସ୍ଟହ।

ପ୍ରଥମ ଶାମୁୟେଲ 1:17
ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 1:25
ତହିଁରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ଗୋବତ୍ସ ବଧକଲେ ଓ ବାଳକକକ୍ସ୍ଟ ଏଲି ନିକଟକକ୍ସ୍ଟ ଆଣିଲେ।

ପ୍ରଥମ ଶାମୁୟେଲ 2:11
ଏହାପରେ ଇଲ୍କାନା ରାମାସ୍ଥିତ ଆପଣା ଘରକକ୍ସ୍ଟ ଗଲା। କିନ୍ତୁ ବାଳକ ଶାମକ୍ସ୍ଟଯଲେ ଯାଜକ ଏଲି ଅଧିନ ରେ ଥାଇ ସଦାପ୍ରଭୁଙ୍କର ସବୋ କଲା।

ପ୍ରଥମ ଶାମୁୟେଲ 2:12
ଏଲିଙ୍କର ପକ୍ସ୍ଟତ୍ରମାନେ ପାପୀ ଥିଲେ ଏବଂ ସମାନେେ ସଦାପ୍ରଭଙ୍କକ୍ସ୍ଟ ଜାଣନ୍ତି ନାହିଁ

ପ୍ରଥମ ଶାମୁୟେଲ 2:20
ପକ୍ସ୍ଟଣି ଏଲି ଇଲ୍କାନାକକ୍ସ୍ଟ ଓ ତା'ର ସ୍ତ୍ରୀକକ୍ସ୍ଟ ଆଶୀର୍ବାଦ କଲେ ଏବଂ କହିଲେ, ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପକ୍ସ୍ଟତ୍ର ପ୍ରାର୍ଥନା କରୁଥିବା ସ୍ଥାନକକ୍ସ୍ଟ ନିଆ ହେଉ ଏବଂ ତା'ପରେ ସଦାପ୍ରଭୁଙ୍କୁ ଦେଲେ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்