Base Word
עָלַז
Short Definitionto jump for joy, i.e., exult
Long Definition(Qal) to exult, rejoice, triumph
Derivationa primitive root
International Phonetic Alphabetʕɔːˈlɑd͡z
IPA modʕɑːˈlɑz
Syllableʿālaz
Dictionaw-LAHDZ
Diction Modah-LAHZ
Usagebe joyful, rejoice, triumph
Part of speechv

ଦିତୀୟ ଶାମୁୟେଲ 1:20
ଗାଥ ସହରକକ୍ସ୍ଟ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ତ ରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସହେି ପଲେଷ୍ଟୀୟ ନଗରଗକ୍ସ୍ଟଡିକ ଆନନ୍ଦ କରିବେ। ସହେି ନଗରର ଅସଭ୍ଯ ପ୍ରତିମା ପୂଜକଗଣ ଆନନ୍ଦିତ ହବେ।

ଗୀତସଂହିତା 28:7
ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।

ଗୀତସଂହିତା 60:6
ପରମେଶ୍ବର ତାଙ୍କ ମନ୍ଦିରରେ କହିଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଜଯଲାଭ ବିଷଯରେ ବହୁତ ଖୁସି ହବେି। ତା'ପରେ ମୁଁ ଏହି ଭୂମିକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦବେି। ମୁଁ ଶିଖିମ ଓ ସୁକ୍କୋଥ ଉପତ୍ୟକାକୁ ସମାନଙ୍କେୁ ଦଇଦେବେି।

ଗୀତସଂହିତା 68:4
ପରମେଶ୍ବରଙ୍କ ନିମନ୍ତେ ସଂଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ବରଙ୍କର ପ୍ରଶଂସା ହେଉ। ୟିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।

ଗୀତସଂହିତା 94:3
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?

ଗୀତସଂହିତା 96:12
ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ।

ଗୀତସଂହିତା 108:7
ପରମେଶ୍ବର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଏହି ଜଯଲାଭରେ ଆନନ୍ଦିତ ହବେି। ଏବଂ ଏହି ଦେଶକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦବେି। ମୁଁ ଶିଖିମ୍କୁ ସମାନଙ୍କେୁ ଦବେି। ସୁକ୍କୋତ ଉପତ୍ୟକାକୁ ସମାନଙ୍କେୁ ଦବେି।

ଗୀତସଂହିତା 149:5
ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।

ହିତୋପଦେଶ 23:16
ତୁମ୍ଭେ ଯଥାର୍ଥ କଥା କହିଲେ ମାରେ ହୃଦଯ ଆନନ୍ଦିତ ହବେ।

ଯିଶାଇୟ 23:12
ସଦାପ୍ରଭୁ କୁହନ୍ତି, ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்