Base Word
אָבֵל
Short DefinitionAbel, the name of two places in Palestine
Long Definitioncity in northern Israel near Bethmaachah
Derivationfrom H0058; a meadow
International Phonetic Alphabetʔɔːˈbel
IPA modʔɑːˈvel
Syllableʾābēl
Dictionaw-BALE
Diction Modah-VALE
UsageAbel
Part of speechn-pr-loc

ପ୍ରଥମ ଶାମୁୟେଲ 6:18
ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।

ଦିତୀୟ ଶାମୁୟେଲ 20:14
ଶବେଃ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ମଧ୍ଯ ଦଇେ ଆବଲେ, ବୈଥମାଖା ଗମନ କଲା। ସମସ୍ତ ବରୋଯମାନେ ଏକତ୍ରୀତ ହେଲେ, ଓ ତା'ର ପେଛ ପେଛ ଗମନ କଲେ।

ଦିତୀୟ ଶାମୁୟେଲ 20:15
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।

ଦିତୀୟ ଶାମୁୟେଲ 20:18
ତା'ପରେ ସ୍ତ୍ରୀ ଲୋକଟି କହିଲା, ପୂର୍ବକାଳ ରେ ଲୋକମାନେ କହକ୍ସ୍ଟଥିଲେ, ' ଲୋକେ ଆବେଲ୍ ରେ ସାହାୟ୍ଯ ମାଗିବା ଉଚିତ୍ ଏବଂ ସମାନେେ ଯାହା ଦରକାର କଲେ ତାହା ପାଇପାରିବେ।'

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்