Base Word
עַיִר
Short Definitionproperly, a young ass (as just broken to a load); hence an ass-colt
Long Definitionhe-ass, male ass
Derivationfrom H5782 in the sense of raising (i.e., bearing a burden)
International Phonetic Alphabetʕɑˈjɪr
IPA modʕɑˈjiʁ
Syllableʿayir
Dictionah-YIR
Diction Modah-YEER
Usage(ass) colt, foal, young ass
Part of speechn-m

ଆଦି ପୁସ୍ତକ 32:15
ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।

ଆଦି ପୁସ୍ତକ 49:11
ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବେ। ସେ ଦ୍ରାକ୍ଷାରସ ରେ ଆପଣା ଉତ୍ତରୀଯ ବସ୍ତ୍ର ଓ ଆପଣା ପରଧଯେ ବସ୍ତ୍ର ଧୋଇବେ।

ବିଚାରକର୍ତାମାନଙ୍କ ବିବରଣ 10:4
ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।

ବିଚାରକର୍ତାମାନଙ୍କ ବିବରଣ 12:14
ଅବ୍ଦୋନ୍ଙ୍କର ଗ୍ଭଳିଶଟି ପକ୍ସ୍ଟତ୍ର ଓ ତିରିଶଟି ନାତି ଥିଲେ। ସମାନେେ ଶତକ୍ସ୍ଟରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇଶ୍ରାୟେଲ ଉପରେ ରାଜତ୍ବ କଲେ।

ଆୟୁବ ପୁସ୍ତକ 11:12
ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।

ଯିଶାଇୟ 30:6
ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

ଯିଶାଇୟ 30:24
ତୁମ୍ଭମାନଙ୍କର ଚାଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଚାଲୁଣି ଓ କୁଲା ରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ।

ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்