Base Word | |
עֵיפָה | |
Short Definition | Ephah, the name of a son of Midian, and of the region settled by him; also of an Israelite and of an Israelitess |
Long Definition | (n pr m) a son of Midian |
Derivation | the same as H5890 |
International Phonetic Alphabet | ʕei̯ˈpɔː |
IPA mod | ʕei̯ˈfɑː |
Syllable | ʿêpâ |
Diction | ay-PAW |
Diction Mod | ay-FA |
Usage | Ephah |
Part of speech | n-pr-m n-pr-f |
ଆଦି ପୁସ୍ତକ 25:4
ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।
ପ୍ରଥମ ବଂଶାବଳୀ 1:33
ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।
ପ୍ରଥମ ବଂଶାବଳୀ 2:46
କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।
ପ୍ରଥମ ବଂଶାବଳୀ 2:47
ଯହଦେଯଙ୍କର ପୁତ୍ରମାନେ ଥିଲେ : ରଗେମ୍, ଯୋଥମ୍, ଗେଶନ୍, ପଲଟେ, ଐଫା ଓ ଶାଫ୍।
ଯିଶାଇୟ 60:6
ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்