Base Word
עֵד
Short Definitionconcretely, a witness; abstractly, testimony; specifically, a recorder, i.e., prince
Long Definitionwitness
Derivationcontracted from H5749
International Phonetic Alphabetʕed̪
IPA modʕed
Syllableʿēd
Dictionade
Diction Modade
Usagewitness
Part of speechn-m

ଆଦି ପୁସ୍ତକ 31:44
ତେଣୁ ଆମ୍ଭେ ଦୁ ହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହବେ।

ଆଦି ପୁସ୍ତକ 31:48
ଲାବନ ଯାକୁବକୁ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହାଇେ ରହିଲାା ଯେଉଁଥି ପାଇଁ ତାହାର ନାମ ଗଲଯଦ ଓ ମିସ୍ପା ରଖିଲା।

ଆଦି ପୁସ୍ତକ 31:50
ଏହାପରେ ଲାବନ କହିଲେ, ଯଦି ତୁମ୍ଭେ ମାରେ କନ୍ଯାମାନଙ୍କୁ ଆଘାତ କର ତବେେ ପରମେଶ୍ବର ତୁମ୍ଭକୁ ଆଘାତ ଦବେେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନରେଖ ପରମେଶ୍ବର ଦେଖୁଛନ୍ତି।

ଆଦି ପୁସ୍ତକ 31:52
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହାଇେ ତୁମ୍ଭ ନିକଟକୁ ୟିବି ନାହିଁ। ତୁମ୍ଭେ ମଧ୍ଯ ଏହାକୁ ପାର ହାଇେ ମାେ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।

ଯାତ୍ରା ପୁସ୍ତକ 20:16
ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।

ଯାତ୍ରା ପୁସ୍ତକ 22:13
ଯଦି କୌଣସି ବନ୍ଯ ଜନ୍ତୁ ତାକୁ ହତ୍ଯା କରେ, ଦବେେ ତାହା ଯଦି ସେ ପ୍ରମାଣ କରେ ତବେେ ତାକୁ ସହେି ପଶୁର ମୂଲ୍ଯ ଦବୋକୁ ପଡିବ ନାହିଁ।

ଯାତ୍ରା ପୁସ୍ତକ 23:1
ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।

ଲେବୀୟ ପୁସ୍ତକ 5:1
ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।

ଗଣନା ପୁସ୍ତକ 5:13
ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,

ଗଣନା ପୁସ୍ତକ 35:30
ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ଯ ପ୍ରଦାନ କଲେ ମୃତ୍ଯୁଦଣ୍ତ ଦିଆୟିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ଯ କୌଣସି ଲୋକ ପ୍ରତିକୂଳ ରେ ପ୍ରାଣଦଣ୍ତ ଦବୋ ନିମନ୍ତେ ଗ୍ରାହ୍ଯ ହବେନାହିଁ।

Occurences : 69

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்