Base Word
עָבוּר
Short Definitionproperly, crossed, i.e., (abstractly) transit; used only adverbially, on account of, in order that
Long Definition(prep) for the sake of, on account of, because of, in order to
Derivationor עָבֻר; passive participle of H5674
International Phonetic Alphabetʕɔːˈbuːr
IPA modʕɑːˈvuʁ
Syllableʿābûr
Dictionaw-BOOR
Diction Modah-VOOR
Usagebecause of, for (...'s sake), (intent) that, to
Part of speechprep

ଆଦି ପୁସ୍ତକ 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

ଆଦି ପୁସ୍ତକ 8:21
ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।

ଆଦି ପୁସ୍ତକ 12:13
ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।

ଆଦି ପୁସ୍ତକ 12:16
ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦଖାଇେଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।

ଆଦି ପୁସ୍ତକ 18:26
ଏହାପରେ ସଦାପ୍ରଭୁ କହିଲେ, ମୁଁ ଯଦି ପଚାଶ ଜଣ ଭଲ ବ୍ଯକ୍ତି ସଦୋମ ରେ ଦେଖିବି, ମୁଁ ସହେି ସହରକୁ ଧ୍ବଂସ କରିବି ନାହିଁ।

ଆଦି ପୁସ୍ତକ 18:29
ଅବ୍ରହାମ ପୁଣି କହିଲେ, ତୁମ୍ଭେ ଯଦି ସଠାେରେ ଚାଳିଶ ଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ନଗରଟିକୁ ଧ୍ବଂସ କରିବ?

ଆଦି ପୁସ୍ତକ 18:31
ଏହାପରେ ଅବ୍ରହାମ କହିଲେ, ମୁଁ ତୁମ୍ଭଙ୍କୁ କଷ୍ଟ ଦଇେ ପୁନର୍ବାର ପଚାରିବି କି। ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥାନ୍ତି, ତବେେ କଣ ତୁମ୍ଭେ ନଗରକୁ ଧ୍ବଂସ କରିବ?

ଆଦି ପୁସ୍ତକ 18:32
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ମାେ ଉପରେ କୋରଧ କରନ୍ତୁ ନାହିଁ। ମାେତେ ଶଷେ ଥର ପାଇଁ ଅନୁମତି ମିଳୁ। ଯଦି ତୁମ୍ଭେ ସଠାେରେ ଦଶଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ଏପରି କରିବ?

ଆଦି ପୁସ୍ତକ 21:30
ଅବ୍ରହାମ ଉତ୍ତର ଦଲୋ, ମୁଁ ଯେ ଏହି କୂପ ଖାେଳିଅଛି ତହିଁର ପ୍ରମାଣ ନିମନ୍ତେ ମାଠାରୁେ ଏହି ସାତଟା ମଷେ ବତ୍ସା ନବୋକୁ ହବେ।

ଆଦି ପୁସ୍ତକ 26:24
ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்