Base Word
עֲבַד
Short Definitionto do, make, prepare, keep, etc
Long Definitionto make, do
Derivationcorresponding to H5647
International Phonetic Alphabetʕə̆ˈbɑd̪
IPA modʕə̆ˈvɑd
Syllableʿăbad
Dictionuh-BAHD
Diction Moduh-VAHD
Usage× cut, do, execute, go on, make, move, work
Part of speechv

ଏଜ୍ରା 4:15
ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତବେେ ସହେି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସମାନେେ ପୂର୍ବକାଳ ରେ ତହିଁ ମଧିଅରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ବଂସ ହାଇେଅଛି।

ଏଜ୍ରା 4:19
ପୁଣି ଆମ୍ଭ ଆଜ୍ଞା ରେ ଅନୁସନ୍ଧାନ କରାଯାନ୍ତେ ଦଖାୟୋଇଅଛି, ଯେ ପୂର୍ବକାଳ ରେ ଏହି ନଗର ରାଜଗଣ ବିରୁଦ୍ଧ ରେ ବିଦ୍ରୋହ କରିଅଛି ଓ ତହିଁ ମଧିଅରେ ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି।

ଏଜ୍ରା 4:22
ସାବଧାନ୍, ତୁମ୍ଭମାନେେ ଏ ବିଷଯ ରେ ହଳୋ କରନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।

ଏଜ୍ରା 5:8
ଆମ୍ଭମାନେେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, ଆମ୍ଭମାନେେ ଯିହୁଦା ପ୍ରଦେଶ ରେ ମହାନ୍ ପରମେଶ୍ବରଙ୍କ ମନ୍ଦିରକୁ ୟାଇଥିଲୁ, ତାହା ବଡ ବଡ ପ୍ରସ୍ତର ରେ ନିର୍ମିତ ହେଉଅଛି ଓ କାନ୍ଥ ରେ କଡି ବସା ଯାଉଅଛି। ଆଉ ଏହି କାର୍ୟ୍ଯ ଯତ୍ନ ସହକା ରେ ଗ୍ଭଳୁଅଛି ଓ ସମାନଙ୍କେ ହସ୍ତ ରେ ଏହା ସଫଳ ହେଉ ଅଛି। ଏହା ମଧ୍ଯ ଶୀଘ୍ର ସରିବ।

ଏଜ୍ରା 6:8
ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସମାନଙ୍କେର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସହେି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସପୋରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ।

ଏଜ୍ରା 6:11
ମୁଁ ଆହୁରି ଆଜ୍ଞା କରୁଅଛି କି ଯେ କହେି ସହେି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ ସହେି କାଠ ରେ ସେ ବନ୍ଧା ହାଇେ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।

ଏଜ୍ରା 6:12
ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀଯମାନେ ପରମେଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ ରେ ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷପେ କରିବେ, ସେ ସମସ୍ତଙ୍କୁ ୟିରୁଶାଲମ ରେ ସୁନାମ ସ୍ଥାପନକାରୀ ପରମେଶ୍ବର ଉଚ୍ଛିନ୍ନ କରିବେ।

ଏଜ୍ରା 6:13
ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

ଏଜ୍ରା 6:16
ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

ଏଜ୍ରା 7:18
ଆଉ ଅବଶିଷ୍ଟ ରୂପା ଓ ସୁନା ରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ଇଚ୍ଛା ପ୍ରମାଣେ କରିବେ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்