Base Word
סָעַד
Short Definitionto support (mostly figurative)
Long Definitionto support, sustain, stay, establish, strengthen, comfort
Derivationa primitive root
International Phonetic Alphabetsɔːˈʕɑd̪
IPA modsɑːˈʕɑd
Syllablesāʿad
Dictionsaw-AD
Diction Modsa-AD
Usagecomfort, establish, hold up, refresh self, strengthen, be upholden
Part of speechv

ଆଦି ପୁସ୍ତକ 18:5
ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।

ବିଚାରକର୍ତାମାନଙ୍କ ବିବରଣ 19:5
ଚତକ୍ସ୍ଟର୍ଥ ଦିନ ସହେି ସ୍ଥାନ ଛାଡିବା ପାଇଁ ପ୍ରଭାତରକ୍ସ୍ଟ ଉଠି ପ୍ରସ୍ତକ୍ସ୍ଟତ ହେଲେ। ସ୍ତ୍ରୀ ଲୋକଟିର ବାପା କହିଲା, ପ୍ରଥମେ କିଛି ଖାଅ, ଖାଇ ସାରିବାପରେ ତକ୍ସ୍ଟମେ ୟାଇପାର।

ବିଚାରକର୍ତାମାନଙ୍କ ବିବରଣ 19:8
ଏହାପରେ ପଞ୍ଚମ ଦିନ ଲବେୀୟ ଲୋକଜଣଙ୍କ ଅତି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ୟିବାକକ୍ସ୍ଟ ବାହାରିଲେ। ସହେି ସମୟରେ ତାଙ୍କ ଶ୍ବଶକ୍ସ୍ଟର ତାଙ୍କୁ ଅନକ୍ସ୍ଟ ରୋଧ କଲେ, ପ୍ରଥମେ କିଛି ଖିଆ ପିଆ କର। ତେଣୁ ସମାନେେ ଏକତ୍ର ଉପରଓଳି ପର୍ୟ୍ଯନ୍ତ ଖାଇ ପିଇ ମଉଜ କଲେ।

ପ୍ରଥମ ରାଜାବଳୀ 13:7
ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।

ଗୀତସଂହିତା 18:35
ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କରିଛ ଓ ଜଯଲାଭ କରିବାକୁ ସାହାୟ୍ଯ କରିଛ। ତୁମ୍ଭେ ମାେତେ ତୁମ୍ଭର ଦକ୍ଷିଣ ବାହୁ ଦ୍ବାରା ସାହାୟ୍ଯ କରିଛ। ତୁମ୍ଭେ ମାେତେ ମାରେ ଶତ୍ରୁକୁ ପରାଜିତ କରିବାରେ ସାହାୟ୍ଯ କରିଛ।

ଗୀତସଂହିତା 20:2
ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।

ଗୀତସଂହିତା 41:3
ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।

ଗୀତସଂହିତା 94:18
ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।

ଗୀତସଂହିତା 104:15
ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

ଗୀତସଂହିତା 119:117
ମାେତେ ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହବେି। ମୁଁ ସର୍ବଦା ତୁମ୍ଭର ନିଯମ ମାନିବି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்