Base Word
סַם
Short Definitionan aroma
Long Definitionspice
Derivationfrom an unused root meaning to smell sweet
International Phonetic Alphabetsɑm
IPA modsɑm
Syllablesam
Dictionsahm
Diction Modsahm
Usagesweet (spice)
Part of speechn-m

ଯାତ୍ରା ପୁସ୍ତକ 25:6
ଦୀପ ନିମନ୍ତେ ତୈଳ ପୁଣି ଅଭିଷକୋର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ଯ।

ଯାତ୍ରା ପୁସ୍ତକ 30:7
ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

ଯାତ୍ରା ପୁସ୍ତକ 30:34
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।

ଯାତ୍ରା ପୁସ୍ତକ 30:34
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।

ଯାତ୍ରା ପୁସ୍ତକ 31:11
ପବିତ୍ରସ୍ଥାନ ନିମନ୍ତେ ଅଭିଷକୋର୍ଥ ତୈଳ ଓ ଧୂପ ଏହି କର୍ମୀମାନେ କାର୍ୟ୍ଯମାନ ମାରେଆଜ୍ଞା ଅନୁୟାଯୀ କରିବେ।

ଯାତ୍ରା ପୁସ୍ତକ 35:8
ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ପାଇଁ ମସଲା ଓ ଧୂପ।

ଯାତ୍ରା ପୁସ୍ତକ 35:15
ଧୂପବଦେୀ, ତାରସାଙ୍ଗୀ, ଅଭିଷକୋର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର।

ଯାତ୍ରା ପୁସ୍ତକ 35:28
ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ଓ ଧୂପ ଆଣିଲେ।

ଯାତ୍ରା ପୁସ୍ତକ 37:29
ଏହାପରେ ସେ ବିଶଷେ ଅଭିଷକୋର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିଯାନୁୟାଯୀ ସୁଗନ୍ଧି ଦ୍ରବ୍ଯ ପ୍ରସ୍ତୁତ କଲେ।

ଯାତ୍ରା ପୁସ୍ତକ 39:38
ସ୍ବର୍ଣ୍ଣମଯ ୟଜ୍ଞବଦେୀ, ଅଭିଷକୋର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ବାର ନିମନ୍ତେ ପରଦା।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்