Base Word
סָלַח
Short Definitionto forgive
Long Definitionto forgive, pardon
Derivationa primitive root
International Phonetic Alphabetsɔːˈlɑħ
IPA modsɑːˈlɑχ
Syllablesālaḥ
Dictionsaw-LA
Diction Modsa-LAHK
Usageforgive, pardon, spare
Part of speechv

ଯାତ୍ରା ପୁସ୍ତକ 34:9
ହେ ସଦାପ୍ରଭୁ, ଯଦି ତୁମ୍ଭେ ମାେ ପ୍ରତି ସଦଯ, ତବେେ ଆମ୍ଭମାନଙ୍କ ସହିତ ଦୟାକରି ଆସନ୍ତୁ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପର କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।

ଲେବୀୟ ପୁସ୍ତକ 4:20
ପୁଣି ସହେି ପାପାର୍ଥକ ନବୈେଦ୍ଯର ଗୋବତ୍ସକୁ ଯେପରି କଲ, ଏହାକୁ ସହେିପରି କରିବ। ଏହିପରି ଯାଜକ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କରିବ। ତା' ହେଲେ ଇଶ୍ରାୟେଲ ଲୋକ କ୍ଷମାପା୍ରପ୍ତ ହବେେ।

ଲେବୀୟ ପୁସ୍ତକ 4:26
ତା'ପରେ ସହେି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମଦେ ନବେ ଏବଂ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଯେଉଁ ଉପାଯ ରେ ସେ ମଙ୍ଗଳାର୍ଥକ ନବୈେଦ୍ଯରୁ ମଦେ ସହିତ କରିଥିଲା। ଏହିପ୍ରକା ରେ ଯାଜକ ସେ ଶାସକର ପାପ ପାଇଁ ପ୍ରାଯଶ୍ଚିତ କରିବ ଓ ତା'ଦ୍ବାରା ସେ ଶାସକ ପ୍ରଭୁଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 4:31
ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 4:35
ସେ ଉତ୍ସର୍ଗ କରାୟାଇଥିବା ପଶୁଠାରୁ ସମସ୍ତ ମଦେ କାଢି ନବେ। ଯେପରି ସେ ସହଭାଗିତାର ନବୈେଦ୍ଯକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦବୋକୁ ଯାଜକ ଏହାକୁ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହି ପ୍ରକା ରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାଯଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆୟିବ।

ଲେବୀୟ ପୁସ୍ତକ 5:10
ତା'ପରେ ଯାଜକ ବିଧି ଅନୁସାରେ ଦ୍ବିତୀୟ ପକ୍ଷୀକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ବାରା ପ୍ରାଯଶ୍ଚିତ ପ୍ରପ୍ତ ହବେ ଏବଂ ପରମେଶ୍ବର ତାକୁ କ୍ଷମା କରିବେ।

ଲେବୀୟ ପୁସ୍ତକ 5:13
ଏହିରୂପେ ଯାଜକ ନିଜକୁ ପ୍ରାଯଶ୍ଚିତ କରିବ, ଏହି ପାପଗୁଡିକର କୌଣସି ବିଷଯ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦବେେ। ଅବଶିଷ୍ଟ ନବୈେଦ୍ଯ ଶସ୍ଯ ନବୈେଦ୍ଯ ପରି ଯାଜକର ହବେ।

ଲେବୀୟ ପୁସ୍ତକ 5:16
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 5:18
ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 6:7
ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁ ରେ ତାହା ନିମନ୍ତେ ପ୍ରାଯଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହାଇେଥିବ ସେଥିରୁ କ୍ଷମା ପ୍ରାପ୍ତ ହବେ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்