Base Word
נָתַר
Short Definitionto jump, i.e., be violently agitated; causatively, to terrify, shake off, untie
Long Definitionto start up, tremble, shake, spring up
Derivationa primitive root
International Phonetic Alphabetn̪ɔːˈt̪ɑr
IPA modnɑːˈtɑʁ
Syllablenātar
Dictionnaw-TAHR
Diction Modna-TAHR
Usagedrive asunder, leap, (let) loose, × make, move, undo
Part of speechv
Base Word
נָתַר
Short Definitionto jump, i.e., be violently agitated; causatively, to terrify, shake off, untie
Long Definitionto start up, tremble, shake, spring up
Derivationa primitive root
International Phonetic Alphabetn̪ɔːˈt̪ɑr
IPA modnɑːˈtɑʁ
Syllablenātar
Dictionnaw-TAHR
Diction Modna-TAHR
Usagedrive asunder, leap, (let) loose, × make, move, undo
Part of speechv

ଲେବୀୟ ପୁସ୍ତକ 11:21
ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧିଅରେ ଭୁମି ରେ ଡଇେଁବା ପାଇଁ ଯେଉଁମାନଙ୍କର ଗୋଡନଳୀ ଦୀର୍ଘ ସମାନେେ ତୁମ୍ଭମାନଙ୍କର ଖାଦ୍ୟ ହବେ।

ଦିତୀୟ ଶାମୁୟେଲ 22:33
ପରମେଶ୍ବର ମାରେ ଦୃଢ ଦୂର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବା ରେ ସାହାୟ୍ଯ କରନ୍ତି।

ଆୟୁବ ପୁସ୍ତକ 6:9
ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।

ଆୟୁବ ପୁସ୍ତକ 37:1
ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।

ଗୀତସଂହିତା 105:20
ତଣେୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ। ତଣେୁ ସହେି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।

ଗୀତସଂହିତା 146:7
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।

ଯିଶାଇୟ 58:6
ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?

ହବକକୂକ 3:6
ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்